ସୂଇସାଇଡ୍ ନୋଟ୍ ଲେଖି ଚାଲିଯାଇଥିଲେ, ୩୨ ଦିନ ପରେ ମିଳିଲେ ବିଜେଡି ନେତ୍ରୀ

ଜୟପୁର ( ଗୌରୀ ଶଙ୍କର):ଘରକୁ ଫେରିଲେ ପୂର୍ବତନ ବିଜେଡି କାଉନସିଲର ତଥା ଆଇନଜୀବୀ ଆରତୀ ମିଶ୍ର। ଦୀର୍ଘ ୩୨ ଦିନ ଧରି ନିଖୋଜ ହୋଇଯାଇ ଥିବା ଆରତୀ ଘରେ ପହଞ୍ଚିବା ପରେ ପୁଅ, ଝିଅ ଓ ସ୍ୱାମୀଙ୍କ ସମେତ ପରିବାର ଲୋକ ବେଶ୍ ଖୁସି ହୋଇଛନ୍ତି। ଆରତୀ ଘରକୁ ଫେରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ପାରିବାରିକ ଅସନ୍ତୋଷକୁ ସମ୍ଭାଳି ନପାରି ସେ ଏକ ସୁଇସାଇଡ ନୋଟ ଲେଖିବା ପରେ ଘର ଛାଡ଼ି ଚାଲିଯାଇଥିଲେ। ଏତେଦିନ ଯାଏ ସେ […]

arati-1

arati-1

Puspanjali Panda
  • Published: Sunday, 11 August 2019
  • Updated: 11 August 2019, 08:25 PM IST

Sports

Latest News

ଜୟପୁର ( ଗୌରୀ ଶଙ୍କର):ଘରକୁ ଫେରିଲେ ପୂର୍ବତନ ବିଜେଡି କାଉନସିଲର ତଥା ଆଇନଜୀବୀ ଆରତୀ ମିଶ୍ର। ଦୀର୍ଘ ୩୨ ଦିନ ଧରି ନିଖୋଜ ହୋଇଯାଇ ଥିବା ଆରତୀ ଘରେ ପହଞ୍ଚିବା ପରେ ପୁଅ, ଝିଅ ଓ ସ୍ୱାମୀଙ୍କ ସମେତ ପରିବାର ଲୋକ ବେଶ୍ ଖୁସି ହୋଇଛନ୍ତି। ଆରତୀ ଘରକୁ ଫେରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ପାରିବାରିକ ଅସନ୍ତୋଷକୁ ସମ୍ଭାଳି ନପାରି ସେ ଏକ ସୁଇସାଇଡ ନୋଟ ଲେଖିବା ପରେ ଘର ଛାଡ଼ି ଚାଲିଯାଇଥିଲେ। ଏତେଦିନ ଯାଏ ସେ ପୁରୀସ୍ଥିତ ଏକ ମଠରେ ଥିଲେ ବୋଲି କହିଛନ୍ତି।

ସୂଚନା ମୁତାବକ, ଗତ ଜୁଲାଇ ୮ ତାରିଖରେ ବ୍ୟକ୍ତିଗତ କାର୍ଯ୍ୟରେ ଭୁବନେଶ୍ୱର ଯିବା ପାଇଁ ବାହାରିଥିଲେ ଆରତୀ। ସ୍ୱାମୀ ତାଙ୍କୁ ଟ୍ରେନରେ ବସାଇ ଆସିଥିଲେ, ହେଲେ ସକାଳୁ ଆରତୀ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିନଥିବା ଖବର ପାଇଥିଲେ ଘରଲୋକେ। ଏପରିକି ଫୋନ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ତାଙ୍କ ସ୍ୱାମୀ ଚେଷ୍ଟା କରିଥିଲେ ବି ଆରତୀ ତାଙ୍କ ଫୋନ ଘରେ ଛାଡ଼ି ଚାଲିଯାଇ ଥିବାରୁ ସମ୍ପର୍କ ସ୍ଥାପନ ସମ୍ଭବ ହୋଇନଥିଲା। ଶେଷରେ କୌଣସି ଖୋଜଖବର ନମିଳିବାରୁ ଆରତୀଙ୍କ ସ୍ୱାମୀ ମନୋଜ ମିଶ୍ର ଜୟପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ୍ ପକ୍ଷରୁ ଏକ ଟିମ୍ ଗଠନ କରି ଖୋଜାଖୋଜି ମଧ୍ୟ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story