ସ୍କର୍ପିଓକୁ ପିଟି ଦେଲା ହାଇୱା; ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷଙ୍କ ସମେତ ୨ ମୃତ

ସୋନପୁର/ବଲାଙ୍ଗୀର (ରବୀନ୍ଦ୍ର ହୋତା/ଘଟେଶ୍ୱର ମିଶ୍ର): ସଡ଼କ ଦୁର୍ଘଟଣାରେ ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକ୍‌ର ପୂର୍ବତନ ଉପାଧ୍ୟକ୍ଷ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ରାଷ୍ଟ୍ରପତି ବେହେରା ଓ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ରାଷ୍ଟ୍ରପତି ଓ ତାଙ୍କର ସହଯୋଗୀମାନେ ଏକ ସ୍କର୍ପିଓରେ କଣ୍ଟାବାଞ୍ଜିରୁ ଭୁବନେଶ୍ୱର ଯାଉଥିବା ବେଳେ ସିଆଲଜୁରୀ ଓ ଖାରି ମଝିରେ ଦୁର୍ଘଟଣାର ସମ୍ମୁଖୀନ […]

blockchairman

blockchairman

Jitendra Garnayak
  • Published: Friday, 05 April 2019
  • Updated: 05 April 2019, 12:10 PM IST

Sports

Latest News

ସୋନପୁର/ବଲାଙ୍ଗୀର (ରବୀନ୍ଦ୍ର ହୋତା/ଘଟେଶ୍ୱର ମିଶ୍ର): ସଡ଼କ ଦୁର୍ଘଟଣାରେ ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକ୍‌ର ପୂର୍ବତନ ଉପାଧ୍ୟକ୍ଷ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ରାଷ୍ଟ୍ରପତି ବେହେରା ଓ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ରାଷ୍ଟ୍ରପତି ଓ ତାଙ୍କର ସହଯୋଗୀମାନେ ଏକ ସ୍କର୍ପିଓରେ କଣ୍ଟାବାଞ୍ଜିରୁ ଭୁବନେଶ୍ୱର ଯାଉଥିବା ବେଳେ ସିଆଲଜୁରୀ ଓ ଖାରି ମଝିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା। ହାଇୱାଟି ସ୍କର୍ପିଓର ବାମ ପାଖରେ ଧକ୍କା ଦେଇଥିଲା। ତେଣୁ ସମ୍ମୁଖ ସିଟ୍‌ରେ ବସିଥିବା ରାଷ୍ଟ୍ରପତି ଓ ତାଙ୍କ ପଛରେ ବସିଥିବା ଧର୍ମ ଯାଦବଙ୍କ ମୃତ୍ୟୁ ହୋଇଥିଲା।

ବଲାଙ୍ଗୀର ସହରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ରାତି ୧୨ଟାରେ ଏହି ଦୁର୍ଘଟଣା ଘଟିଥିଲା। ସେମାନେ ଏକ ଢାବାରେ ଖାଇ ଅଳ୍ପ ଦୂର ଯାଇଥିବା ବେଳେ ହାଇୱା ଧକ୍କା ଦେଇଥିଲା। ରାଷ୍ଟ୍ରପତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କୁ ବଲାଙ୍ଗୀର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧର୍ମଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

deskତେବେ ଏହା ଆଦୌ ଏକ ଦୁର୍ଘଟଣା ନୁହେଁ ବୋଲି ରାଷ୍ଟ୍ରପତିଙ୍କ ସଂପର୍କୀୟମାନେ କହିଛନ୍ତି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିବା ସହିତ ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି। ରାଜନୀତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଆଶଙ୍କା କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ବେହେରା ଓ ତାଙ୍କ ସହଯୋଗୀମାନେ ବିଜେଡିରେ ମିଶିବା ପାଇଁ ଭୁବନେଶ୍ୱର ଯାଉଥିଲେ।ପୁଲିସ୍ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ରାଜନେତା ସହିତ ଜଣେ ସମାଜସେବୀ ଭାବେ ତାଙ୍କ ଅଞ୍ଚଳରେ ରାଷ୍ଟ୍ରପତି ବେହେରା ବେଶ୍ ଜଣାଶୁଣା ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story