ପୂର୍ବତନ ସାଂସଦ ଫ୍ରିଡା ଟପ୍ନୋଙ୍କ ପରଲୋକ

Ordigital Desk
  • Published: Tuesday, 06 February 2018
  • , Updated: 06 February 2018, 02:14 PM IST
<p>ରାଉରକେଲା: ପୂର୍ବତନ ସାଂସଦ ଫ୍ରିଡା ଟପ୍ନୋଙ୍କ (୯୨) ବର୍ଷରେ ପରଲୋକ ଘଟିଛି। ପୂର୍ବରୁ ସେ ସୁନ୍ଦରଗଡ଼ ଆସନରେ କଂଗ୍ରେସରୁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।&nbsp; ଦଶମ ଏବଂ ଏକାଦଶତମ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଥିଲେ।&nbsp; ୧୯୨୫ ମସିହା ସେପ୍ଟେମ୍ବର ୨୦ତାରିଖରେ ସେ ଜନ୍ମ ହୋଇଥିଲେ।</p>

Related story