ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

ଫୁଲବାଣୀ(ତ୍ରିନାଥ ସାହୁ): ଅର୍ଥ ତୋଷାରପାତ ମାମଲାରେ ଜେଲ୍‌ ଗଲେ ପୂର୍ବତନ ପ୍ରଧାନ ଶିକ୍ଷକ। ଘଟଣା ଘଟିଛି  କନ୍ଧମାଳ ଜିଲ୍ଲାରେ। ଏହି ମାମଲାର ବିଚାର କରି ଫୁଲବାଣୀର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ପ୍ରଧାନ ଶିକ୍ଷକ ନରେଶ ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରି  ୫ ବର୍ଷ ଜେଲ୍‌ ଦଣ୍ଡ ଶୁଣାଛନ୍ତି। ଏହାସହ ୫ ଲକ୍ଷ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ସରକାରୀ ଓକିଲଙ୍କ ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ସର୍ବଶିକ୍ଷା ଶିକ୍ଷା ଅଭିଯାନ ତରଫରୁ ୨୦୧୨-୧୩ ଆର୍ଥିକ […]

phulbani

phulbani

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 10:02 AM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ଅର୍ଥ ତୋଷାରପାତ ମାମଲାରେ ଜେଲ୍‌ ଗଲେ ପୂର୍ବତନ ପ୍ରଧାନ ଶିକ୍ଷକ। ଘଟଣା ଘଟିଛି  କନ୍ଧମାଳ ଜିଲ୍ଲାରେ। ଏହି ମାମଲାର ବିଚାର କରି ଫୁଲବାଣୀର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ପ୍ରଧାନ ଶିକ୍ଷକ ନରେଶ ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରି  ୫ ବର୍ଷ ଜେଲ୍‌ ଦଣ୍ଡ ଶୁଣାଛନ୍ତି। ଏହାସହ ୫ ଲକ୍ଷ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି।

ସରକାରୀ ଓକିଲଙ୍କ ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ସର୍ବଶିକ୍ଷା ଶିକ୍ଷା ଅଭିଯାନ ତରଫରୁ ୨୦୧୨-୧୩ ଆର୍ଥିକ ବର୍ଷରେ ଜଗଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା। ତତ୍କାଳୀନ ପ୍ରଧାନ ଶିକ୍ଷକ ନରେଶ ଦିଗାଲ ଏବଂ ସଭାପତି ଦଡ଼ି ମାଝି ମିଳିତ ଭାବେ ବିଦ୍ୟାଳୟର ଗୃହ ନିର୍ମାଣ ପାଇଁ ୮,୯୬,୪୦୦ ଟଙ୍କା ବିଦ୍ୟାଳୟର ବ୍ୟାଙ୍କ ଜମା ଖାତାରୁ ଉଠାଇଥିଲେ। ସେଥିରୁ ସେମାନେ ୪,୦୯,୧୯୨ ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ୪,୮୭,୨୦୮ ଟଙ୍କା ଆତ୍ମସାତ କରିଥିଲେ। ଏ ବାବଦରେ ୨୦୧୪ ମସିହାରେ ଫୁଲବାଣୀ ଦୁର୍ନୀତି ନିବାରଣ ବିଭାଗ ନିଜେ ଘଟଣାର ତଦନ୍ତ କରି ସେମାନଙ୍କ ନାମରେ ମାମଲା ରୁଜୁ କରିଥିଲେ। ସେହି ମାମଲାରେ ମାନ୍ୟବର କୋର୍ଟ ମୋଟ ୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ନରେଶ ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ବିଦ୍ୟାଳୟ ତତ୍କାଳୀନ ସଭାପତି ଦଡ଼ି ମାଝିଙ୍କୁ ମାନ୍ୟବର କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story