ବାଜପେୟୀଙ୍କ ସହଯୋଗୀ ଥିଲେ ଉପେନ୍ଦ୍ର ନାଏକ, ଏବେ ଜୀବନ ମରଣ ସହ ସଂଘର୍ଷରତ

କେନ୍ଦୁଝର(ପ୍ରଣୟ ପାଣି): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହଯୋଗୀ ଥିଲେ ଉପେନ୍ଦ୍ର ନାଏକ। ଏବେ ସେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ପାଖରେ ଅର୍ଥ ନଥିବାରୁ ବଡ଼ ମେଡିକାଲ୍‌ରେ ଚିକିତ୍ସା ହୋଇପାରୁ ନାହାନ୍ତି। ସେଥିପାଇଁ କେନ୍ଦୁଝରରେ ଏକ ନର୍ସିଂହୋମ୍‌ରେ ଜୀଇଁବା ପାଇଁ କରୁଛନ୍ତି ସଂଗ୍ରାମ। ଅର୍ଥ ନଥିବାରୁ ନିଜର ଜମି ବନ୍ଧା ରଖି ପୁତୁରା କାକାଙ୍କୁ ଚିକିତ୍ସା କରୁଛନ୍ତି। ମହାମାରୀ କରୋନା ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ କେନ୍ଦୁଝରର ପୂର୍ବତନ ବିଜେପି ସାଂସଦ […]

BJP

BJP

Manoranjan Sial
  • Published: Saturday, 20 February 2021
  • Updated: 20 February 2021, 04:29 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହଯୋଗୀ ଥିଲେ ଉପେନ୍ଦ୍ର ନାଏକ। ଏବେ ସେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ପାଖରେ ଅର୍ଥ ନଥିବାରୁ ବଡ଼ ମେଡିକାଲ୍‌ରେ ଚିକିତ୍ସା ହୋଇପାରୁ ନାହାନ୍ତି। ସେଥିପାଇଁ କେନ୍ଦୁଝରରେ ଏକ ନର୍ସିଂହୋମ୍‌ରେ ଜୀଇଁବା ପାଇଁ କରୁଛନ୍ତି ସଂଗ୍ରାମ। ଅର୍ଥ ନଥିବାରୁ ନିଜର ଜମି ବନ୍ଧା ରଖି ପୁତୁରା କାକାଙ୍କୁ ଚିକିତ୍ସା କରୁଛନ୍ତି।

ମହାମାରୀ କରୋନା ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ କେନ୍ଦୁଝରର ପୂର୍ବତନ ବିଜେପି ସାଂସଦ ଉପେନ୍ଦ୍ର ନାଏକ। ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଘରକୁ ଫେରିଥିଲେ ଉପେନ୍ଦ୍ର।

୮ ଦିନ ତଳେ ପୁଣି ଥରେ ଅସୁସ୍ଥ ହୋଇପଡ଼ିଲେ ଉପେନ୍ଦ୍ର। ପରିବାର କହିଲେ ରୋଗୀଣା ପତ୍ନୀ ଓ ପୁତୁରା ଯୋଗେନ୍ଦ୍ର। ରୋଗୀଣା କାକିଙ୍କୁ ଘରେ ଛାଡ଼ି ଅସୁସ୍ଥ କାକାଙ୍କୁ ଧରି କଟକ ବଡ଼ ମେଡିକାଲ୍‌ ଆଣିଥିଲେ ଯୋଗେନ୍ଦ୍ର। ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିଥିଲା ଉପେନ୍ଦ୍ର ଡାଇବେଟିସ୍‌ ଓ କୀଡ୍‌ନି ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲା। ଏଥିପାଇଁ ଉନ୍ନତମାନର ଚିକିତ୍ସା ଦରକାର। ସେଥିପାଇଁ ବହୁ ଅର୍ଥ ଦରକାର। ପାଖରେ ଅର୍ଥ ନଥିବାରୁ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ।

ଉପେନ୍ଦ୍ର ଏମିତି ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ସ୍ଵାସ୍ଥ୍ୟ କାର୍ଡର ନବିକରଣ ପାଇଁ ପାଖରେ ଟଙ୍କା ନାହିଁ। ମିଳୁଥିବା ପେନସନ୍‌ ଟଙ୍କା ଉପେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ମେଡିସିନକୁ ଅଣ୍ଟୁନାହିଁ। ତେଣୁ ପୁତୁରା ଯୋଗେନ୍ଦ୍ର ବାଧ୍ୟ ହୋଇ କାକା ଉପେନ୍ଦ୍ରଙ୍କ ଚିକିତ୍ସା ପାଇଁ ନିଜର ଜମିକୁ ବନ୍ଧା ପକାଇଛନ୍ତି। ସେଥିରୁ ମିଳିଥିବା ଟଙ୍କାରେ କାକାଙ୍କୁ କେନ୍ଦୁଝରରେ ଏକ ନର୍ସିଂ ହୋମରେ ଚିକିତ୍ସା କରୁଛନ୍ତି। ଏବେ ଦିନକୁ ଦିନ ଉପେନ୍ଦ୍ରଙ୍କ ସ୍ୱସ୍ଥ୍ୟ ଅବସ୍ଥା ବିଗୁଡ଼ୁଛି। ଉପେନ୍ଦ୍ର ମାନସିକ ସ୍ଥରରେ ଦୁର୍ବଳ ହୋଇ ପଡ଼ିଲେଣି।

ଘଟଗାଁ ବ୍ଳକ ମୁକ୍ତାପୁର ପଞ୍ଚାୟତର ଡଳଙ୍ଗ ପାଣି ଗାଁରେ ଜନ୍ମ ଗ୍ରହଣ କରିଥିଲେ ଉପେନ୍ଦ୍ର ନାଏକ। ଲୋକଙ୍କ ପାଇଁ କିଛି କରିବା ଆଶାରେ ଶିକ୍ଷକତା ଚାକିରି ଛାଡ଼ି ସେ ରାଜନୀତିରେ ପାଦ ଥାପିଥିଲେ। ୧୯୯୮ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୩ ମାସିଆ ସରକାରରେ କେନ୍ଦୁଝର ଜିଲ୍ଲାରୁ ସେ ବିଜେପି ସାଂସଦ ଭାବେ ପ୍ରତିନିଧିତ୍ୱ କରିଥିଲେ। ଆଉ ତା’ପରେ ରାଜ୍ୟ ରାଜନୀତିରେ ସକ୍ରିୟ ହୋଇଥିଲେ ଉପେନ୍ଦ୍ର। ପ୍ରତିଦିନ ତାଙ୍କ ଘରେ ଲାଗୁଥିଲା କର୍ମୀ ଓ ଶୁଭେଚ୍ଛୁଙ୍କ ଭିଡ। ହେଲେ ଆଜି ଖାଁ ଖାଁ ପରିବେଶ। ତାଙ୍କ ଦୁଃଖ ବୁଝିବାକୁ କେହିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story