ସିମିଳିପଦର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମା ସିମିଳିପଦର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର-ଓଡ଼ିଶା ପୋଲିସର ଜଏଣ୍ଟ ଅପରେସନ ଚାଲିଥିବା ବେଳେ ଏହି ଗୁଳିବିନିମୟ ହୋଇଛି। ଗତ କିଛିଦିନ ତଳେ ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାରେ ବଡ଼ଧରଣର ଏନକାଉଣ୍ଟରରେ କେକେବିଏନ୍ ଏବଂ ବିବିଏମ୍ ଡିଭିଜନର ୭ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଏଏସ୍ଓଜି ଏବଂ ଡିଭିଏଫ୍ ପକ୍ଷରୁ ଏହି ଏନକାଉଣ୍ଟର  କରାଯାଇଥିଲା।    

maoist

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 10:24 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମା ସିମିଳିପଦର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର-ଓଡ଼ିଶା ପୋଲିସର ଜଏଣ୍ଟ ଅପରେସନ ଚାଲିଥିବା ବେଳେ ଏହି ଗୁଳିବିନିମୟ ହୋଇଛି।

ଗତ କିଛିଦିନ ତଳେ ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାରେ ବଡ଼ଧରଣର ଏନକାଉଣ୍ଟରରେ କେକେବିଏନ୍ ଏବଂ ବିବିଏମ୍ ଡିଭିଜନର ୭ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଏଏସ୍ଓଜି ଏବଂ ଡିଭିଏଫ୍ ପକ୍ଷରୁ ଏହି ଏନକାଉଣ୍ଟର  କରାଯାଇଥିଲା।

 

 

Related story