ଇଞ୍ଜିନିୟରିଂ ପରେ ବ୍ରାଉନ୍ ସୁଗର ବେପାର, ସାଲିଆସାହିରୁ ଧରାପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ଚାଲିଛି ଧଳା ଜହର ବ୍ୟବସାୟ। ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ଏହି ବେପାର କରୁଛନ୍ତି। ଏଥିରୁ ବାଦ ପଡ଼ି ନାହାନ୍ତି ଛାତ୍ର। ଆଜି ରାଜଧାନୀରୁ ଜଣେ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଛାତ୍ରଙ୍କଠାରୁ ୮୩ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଭୁବନେଶ୍ୱର ସାଲିଆସାହିରୁ ଏହି ବ୍ରାଉନ ସୁଗର ଜବତ କରାଯାଇଛି। ଅବକାରୀ ବିଭାଗ ଚଢ଼ାଉ କରି ଏହି ଧଳ ଜହର ଜବତ କରିଛି। […]

bbbbb000000000000999

bbbbb000000000000999

Tapaswini Nayak
  • Published: Wednesday, 13 February 2019
  • Updated: 13 February 2019, 12:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ଚାଲିଛି ଧଳା ଜହର ବ୍ୟବସାୟ। ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ଏହି ବେପାର କରୁଛନ୍ତି। ଏଥିରୁ ବାଦ ପଡ଼ି ନାହାନ୍ତି ଛାତ୍ର। ଆଜି ରାଜଧାନୀରୁ ଜଣେ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଛାତ୍ରଙ୍କଠାରୁ ୮୩ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ବୋଲି ଜଣାପଡିଛି।

ଭୁବନେଶ୍ୱର ସାଲିଆସାହିରୁ ଏହି ବ୍ରାଉନ ସୁଗର ଜବତ କରାଯାଇଛି। ଅବକାରୀ ବିଭାଗ ଚଢ଼ାଉ କରି ଏହି ଧଳ ଜହର ଜବତ କରିଛି।

ସୂଚନାଯୋଗ୍ୟ, ଗତ ସୋମବାର ଖଣ୍ଡଗିରି ଅଞ୍ଚଳରୁ ଧଳା ଜହର ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story