ଧରା ପଡ଼ିଗଲା ଓ୍ୱାର୍ଡମେମ୍ବରଙ୍କ ବ୍ରାଉନସୁଗାର ବେପାର

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ରାଜପୁର ଗାଁର ଓ୍ୱାର୍ଡମେମ୍ବରଙ୍କ ଘରୁ୨୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।  ଏହି ଘଟଣାରେ ଅବକାରୀ ବିଭାଗ ଅଭିଯୁକ୍ତକୁ  ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଗାଁର  ଶେକ ଅଜବାହାର। କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ୱର ଅବକାରୀ ବିଭାଗ ଆଜି ତାଙ୍କ ଘରେ ଚଢାଉ କରିଥିଲା।  ଖୋଳତାଡ ପରେ ଓ୍ୱାର୍ଡମେମ୍ବରଙ୍କ ଘରୁ ପୋଲିସ ୨୦ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା।  ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ବୋଲି କୁହାଯାଉଛି।

nn

Rakesh Mallick
  • Published: Tuesday, 09 January 2018
  • , Updated: 09 January 2018, 10:11 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ରାଜପୁର ଗାଁର ଓ୍ୱାର୍ଡମେମ୍ବରଙ୍କ ଘରୁ୨୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।  ଏହି ଘଟଣାରେ ଅବକାରୀ ବିଭାଗ ଅଭିଯୁକ୍ତକୁ  ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଗାଁର  ଶେକ ଅଜବାହାର।

କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ୱର ଅବକାରୀ ବିଭାଗ ଆଜି ତାଙ୍କ ଘରେ ଚଢାଉ କରିଥିଲା।  ଖୋଳତାଡ ପରେ ଓ୍ୱାର୍ଡମେମ୍ବରଙ୍କ ଘରୁ ପୋଲିସ ୨୦ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା।  ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ବୋଲି କୁହାଯାଉଛି।

Related story