ଆଜି ଦୀପାବଳି; ଗ୍ରୀନ କ୍ରାକରର ଡିମାଣ୍ଡ ପ୍ରବଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି  ଓ ମା’ କାଳୀଙ୍କ ପୂଜା । ମଙ୍ଗଳବାର ସୂର୍ଯ୍ୟୋପରାଗ ପଡୁଥିବାରୁ ଆଜି ହିଁ ପାଳନ ହେବ ଦୀପାବଳି। ଦୀପଦାନ, ପୟାଶ୍ରାଦ୍ଧ ସହ ଆଜି ବାଣଫୁଟା ବି ଜମିବ । ୨ବର୍ଷ ଧରି କୋଭିଡ୍ କଟକଣା ଯୋଗୁ ଦୀପାବଳି ପାଳନ ଉପରେ ବ୍ରେକ୍‌ ଲାଗିଥିଲା। ହେଲେ ଏଥର କଟକଣା ଉଠିଯାଇଥିବାରୁ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ନିମନ୍ତେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ ।  ଲୋକଙ୍କ ଚାହିଦାକୁ ଦେଖି ଏଥର […]

dewali

dewali

Niharika Rout
  • Published: Monday, 24 October 2022
  • Updated: 24 October 2022, 08:33 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି  ଓ ମା’ କାଳୀଙ୍କ ପୂଜା । ମଙ୍ଗଳବାର ସୂର୍ଯ୍ୟୋପରାଗ ପଡୁଥିବାରୁ ଆଜି ହିଁ ପାଳନ ହେବ ଦୀପାବଳି। ଦୀପଦାନ, ପୟାଶ୍ରାଦ୍ଧ ସହ ଆଜି ବାଣଫୁଟା ବି ଜମିବ ।

୨ବର୍ଷ ଧରି କୋଭିଡ୍ କଟକଣା ଯୋଗୁ ଦୀପାବଳି ପାଳନ ଉପରେ ବ୍ରେକ୍‌ ଲାଗିଥିଲା। ହେଲେ ଏଥର କଟକଣା ଉଠିଯାଇଥିବାରୁ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ନିମନ୍ତେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ ।  ଲୋକଙ୍କ ଚାହିଦାକୁ ଦେଖି ଏଥର ବଜାରରେ ଭଳିକି ଭଳି ବାଣର ପସରା ମେଲିଛି । ତେବେ ଗ୍ରୀନ କ୍ରାକରକୁ ଅଧିକ ଗୁରୁତ୍ୱ ମିଳୁଛି । ଝରଝରୀ, ଧପଧପି, ରସୁଣ, ଚକ୍ରି ଓ କୁମ୍ପି ଭଳି ବାଣ ଅଧିକ ଚର୍ଚ୍ଚାରେ ରହିଛି  ସ୍ୱିଗି, ଜୋମାଟୋ, ପେଟିଏମ୍ ଓ ମଡ଼ର୍ଣ୍ଣ କୁମ୍ପି।  ଯେହେତୁ ୧୨୫ ଡେସିବିଲ୍‌ରୁ ଅଧିକ ଶବ୍ଦର ବାଣ ଉପରେ ପ୍ରତିବନ୍ଧକ ଲାଗିଛି ତେଣୁ ଚାଇନା ବମ୍ ଓ ତାଳଫୋଟକା ଭଳି ବାଣ ବଜାରରୁ ଉଭାନ୍ ହୋଇଯାଇଛି ।

ଉଭୟ ଗ୍ରାହକ ଓ ବ୍ୟବସାୟୀ ସମସ୍ତଙ୍କ ପାଇଁ ଏଥର ଦୀପାବଳି ସମ୍ଭାବନାରେ ଭରିଛି।  ତେଣେ କମିଶନରେଟ୍  ପୁଲିସ୍ ବି ବେଆଇନ୍ ବାଣ ବିକ୍ରି ସହ ସୁରକ୍ଷିତ ବାଣ ବ୍ୟବସାୟ ଉପରେ ଅଧିକ ଜୋର୍ ଦେଇଛି । ଚେକିଂକୁ ଜୋରଦାର କରାଯାଇଛି।

କଟକ ସହରରେ ବେଆଇନ ବାଣ ତିଆରି ଓ ବିକ୍ରିର ତଦାରଖ ପାଇଁ ୬ଜଣ ଅତିରିକ୍ତ ଡିସିପି ଓ ୩୭ ASPଙ୍କ ସହ ୩୦୦ ପୁଲିସ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥର ଟ୍ୱିନସିଟିରେ ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବାକୁ ନିୟମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story