ଡାକ୍ତରଖାନାରେ ଖୋଲିଲା ବ୍ୟାୟାମ କେନ୍ଦ୍ର

ଭଞ୍ଜନଗର(ରାଜେଶ କୁମାର ବେହେରା): ଗଞ୍ଜାମ ଜିଲ୍ଲା ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିଲା ଆନନ୍ଦ ବ୍ୟାୟାମ କେନ୍ଦ୍ର। ଏହି କେନ୍ଦ୍ରକୁ ଆଜି ସୋରଡ଼ା ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ ଉଦ୍‌ଘାଟନ କରିଛନ୍ତି। ଉଦଘାଟନ ଉତ୍ସବରେ ସୋରଡ଼ା ଥାନା ଅଧିକାରୀ,ବରିଷ୍ଠ ନାଗରିକ,ମେଡିକାଲ ଡାକ୍ତର ,କର୍ମଚାରୀ ସମସ୍ତେ ଉପସ୍ଥିତ ଥିଲେ। ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କ ପାଇଁ ସୋରଡ଼ାରେ ବ୍ୟାୟାମ କେନ୍ଦ୍ରଟିଏ ଆଗରୁ ନଥିଲା । ସେମାନେ ବହୁ ଦୂରକୁ ଯାଇ ଯୋଗ ଅଭ୍ୟାସ କରି ଆସୁଥିଲେ। ବେଳେ […]

790-87

790-87

Tapas Behera
  • Published: Tuesday, 01 December 2020
  • Updated: 01 December 2020, 08:58 PM IST

Sports

Latest News

ଭଞ୍ଜନଗର(ରାଜେଶ କୁମାର ବେହେରା): ଗଞ୍ଜାମ ଜିଲ୍ଲା ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିଲା ଆନନ୍ଦ ବ୍ୟାୟାମ କେନ୍ଦ୍ର। ଏହି କେନ୍ଦ୍ରକୁ ଆଜି ସୋରଡ଼ା ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ ଉଦ୍‌ଘାଟନ କରିଛନ୍ତି। ଉଦଘାଟନ ଉତ୍ସବରେ ସୋରଡ଼ା ଥାନା ଅଧିକାରୀ,ବରିଷ୍ଠ ନାଗରିକ,ମେଡିକାଲ ଡାକ୍ତର ,କର୍ମଚାରୀ ସମସ୍ତେ ଉପସ୍ଥିତ ଥିଲେ। ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କ ପାଇଁ ସୋରଡ଼ାରେ ବ୍ୟାୟାମ କେନ୍ଦ୍ରଟିଏ ଆଗରୁ ନଥିଲା । ସେମାନେ ବହୁ ଦୂରକୁ ଯାଇ ଯୋଗ ଅଭ୍ୟାସ କରି ଆସୁଥିଲେ। ବେଳେ ବେଳେ ରାସ୍ତାରେ କୁକୁର, ବିଲେଇ କାମୁଡ଼ାର ଶିକାର ହେଉଥିଲେ।

ଏହି ସମସ୍ୟାକୁ ଦୂର କରିବା ପାଇଁ ଡାକ୍ତର ସନ୍ତୋଷ କୁମାର ପଣ୍ଡା ମେଡିକାଲ ପରିସରରେ ବ୍ୟାୟାମ କେନ୍ଦ୍ରଟିଏ ଖୋଲିଛନ୍ତି। ବିଶେଷ କରି ଏହା ମଧୁମେୟ ରୋଗୀ, ଉଚ୍ଚ ରକ୍ତ ଚାପ ଓ ହାତ ଗୋଡ ଆଣ୍ଠୁ ଯନ୍ତ୍ରଣା ଥିବା ବ୍ୟକ୍ତି ମାନେ ଏଠାରେ ବ୍ୟାୟାମ ସୁବିଧା ପାଇ ପାରିବେ। ଅନେକ ସମୟରେ ଡାକ୍ତର ଏହିରି ରୋଗୀ ମାନଙ୍କୁ ବ୍ୟାୟାମର ପରାମର୍ଶ ଦେଇଥାନ୍ତି ।

କିନ୍ତୁ ଆବଶ୍ୟକୀୟ ସୁବିଧା ନଥିବା ଯୋଗୁଁ ଏମାନେ ଏହା କରିପାରୁ ନାହାନ୍ତି। ବର୍ତ୍ତମାନ ଏଠାରେ ଏହି ସୁବିଧା ମିଳିବା ସହ ବ୍ୟାୟାମ କରି ସାରିବା ପରେ ବରିଷ୍ଠ ନାଗରିକ ମାନେ ନିଜର ଓଜନ,ମଧୁମେୟ,ରକ୍ତ ଚାପ ପରୀକ୍ଷା କରି ଯାଇପାରିବେ। ସବୁଠାରୁ ବଡ ସଫଳତା ହେଲା ଆଜି ଯାଏଁ ଲୋକଙ୍କମନରେ ଯେଉଁ ମାନସିକତା ଥିଲା ଯେ ଡାକ୍ତର ଖାନାରେ କେବଳ ରୋଗ ହେଲେ ହିଁ ଯାଆନ୍ତି । ବର୍ତ୍ତମାନ ଏହି ମାନସିକତା ଆସ୍ତେ ଆସ୍ତେ ଦୂର ହେବ। ଏବଂ ଡାକ୍ତର ଓ ଜନସାଧାରଣ ଙ୍କ ମଧ୍ୟ ରେ ଏକ ଉତ୍ତମ ସଂପର୍କ ତିଆରି ହେଇ ପାରିବ। ସମ୍ପୁର୍ଣ ମାଗଣାରେ ବ୍ୟାୟାମର ସୁବିଧା ପାଇ ପାରିବେ ସୋରଡ଼ା ଜନ ସାଧାରଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story