କାଳୀଜାଇ ପୀଠରେ ପ୍ରବଳ ଭିଡ଼ ଆଶଙ୍କା, ଅଧିକ ଫୋର୍ସ ମାଗିଲେ କୃଷ୍ଣପ୍ରସାଦ ଆଇଆଇସି

କୃଷ୍ଣପ୍ରସାଦ(ଓଡ଼ିଶା ରିପୋର୍ଟର): ନୂଆବର୍ଷ ପାଳନ ନିମନ୍ତେ ନିଳାମ୍ବୁ ଚିଲିକା ମଧ୍ୟରେ ଥିବା କାଳୀଜାଇ ପୀଠରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ଆନୁମାନ କରି ଅଧିକ ପୁଲିସ ଫୋର୍ସ ମାଗିଲେ କୃଷ୍ଣପ୍ରସାଦ ଆଇଆଇସି। ସେ ପୁରୀ ଏସ୍‌ପିଙ୍କ ନିକଟକୁ ଚିଠି ଲେଖି ଏଠାରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ନିମନ୍ତେ ନିବେଦନ କରିଛନ୍ତି। ଏଠାରେ ଗୋଟିଏ ସେକ୍ସନ ପୁଲିସ ଫୋର୍ସ ସମେତ ୩ ପୁଲିସ ଅଫିସର ଓ ୨୦ରୁ ଅଧିକ ହୋମଗାର୍ଡ ଦେବାକୁ […]

kalijai

kalijai

Niranjan Mishra
  • Published: Saturday, 31 December 2022
  • Updated: 31 December 2022, 06:05 PM IST

Sports

Latest News

କୃଷ୍ଣପ୍ରସାଦ(ଓଡ଼ିଶା ରିପୋର୍ଟର): ନୂଆବର୍ଷ ପାଳନ ନିମନ୍ତେ ନିଳାମ୍ବୁ ଚିଲିକା ମଧ୍ୟରେ ଥିବା କାଳୀଜାଇ ପୀଠରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ଆନୁମାନ କରି ଅଧିକ ପୁଲିସ ଫୋର୍ସ ମାଗିଲେ କୃଷ୍ଣପ୍ରସାଦ ଆଇଆଇସି। ସେ ପୁରୀ ଏସ୍‌ପିଙ୍କ ନିକଟକୁ ଚିଠି ଲେଖି ଏଠାରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ନିମନ୍ତେ ନିବେଦନ କରିଛନ୍ତି। ଏଠାରେ ଗୋଟିଏ ସେକ୍ସନ ପୁଲିସ ଫୋର୍ସ ସମେତ ୩ ପୁଲିସ ଅଫିସର ଓ ୨୦ରୁ ଅଧିକ ହୋମଗାର୍ଡ ଦେବାକୁ ଆଇଆଇସି ଚିଠି କରିଛନ୍ତି। ଗତକାଲି ଏହି ଚିଠି କରାଯାଇଛି। ସେହିପରି ପୁରୀ ଉପଜିଲ୍ଲାପାଳଙ୍କୁ ଚିଠି କରି ମାଜିଷ୍ଟ୍ରେଟ ମୁତୟନ କରିବା ନିମନ୍ତେ ଓ ଅଗ୍ନିଶମ ବାହିନୀକୁ ଚିଠି କରି ଆବଶ୍ୟକ ପଦକ୍ଷେପ ନେବାକୁ ସୂଚାଇ ଛନ୍ତି।

ସୂଚନା ଥାଉକି, ଚିଲିକାର ଅଥଳ ଜଳରାଶି ମଧ୍ୟଭାଗରେ ରହିଥିବା ଏକ ଟାପୁରେ ରହିଛି କାଳୀଜାଇ ମନ୍ଦିର। ଯେଉଁ ମନ୍ଦିରରେ କାହିଁ କେଉଁକାଳରୁ ପୂଜା ପାଉଛନ୍ତି ମା’ କାଳୀଜାଇ। ଏହି ଟାପୁ ପାହଡ଼ ଆକୃତିର। ପ୍ରାୟ ୨୮ ଏକର ପରିମିତ ଏହି ପାହାଡ ଚାରିପାଖକୁ ଘେରି ରହିଛି ଚିଲିକା। ଯେଉଁଠାରେ ବିଭିନ୍ନ ପ୍ରକାର ଦେଶୀବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ।

ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କର ଭିଡ ପରିଲକ୍ଷିତ ହୋଇଥାଏ। ତେବେ ପ୍ରତିବର୍ଷ ନୂଆବର୍ଷରେ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ଭକ୍ତଙ୍କର ଅଧିକ ଭିଡ ଜମୁ ଥିବାରୁ ଡଙ୍ଗା ମାଲିକମାଲିକମାନଙ୍କ ସମେତ ବ୍ୟବସାୟୀମାନଙ୍କ ପକେଟ ପୂରା ଗରମ। ତେଣୁ ସେମାନେ ମଧ୍ୟ ବେଶ ଖୁସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story