କରୋନା ଆକ୍ରାନ୍ତଙ୍କ ମାନସିକ ଅବସ୍ଥା ବିଗୁଡ଼ୁଥିଲେ ଏହି ନମ୍ବରରେ ଫୋନ୍‌ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମିତଙ୍କ ମାନସିକ ଅବସ୍ଥା ନେଇ ଡାକ୍ତର ସାରଦା ସ୍ୱାଇଁଙ୍କ ସୂଚନା। ହୋମ୍ ଆଇସୋଲେସନ ବେଳେ ନିଦ୍ରାହୀନତା, ଛାନିଆ ଲକ୍ଷଣ ଦେଖାଯାଉଛି। ଘରେ ଏକା ରହୁଥିବା ଲୋକ, ବୟସ୍କ, କିଶୋରଙ୍କ ମାନସିକ ସ୍ଥିତି ବିଗିଡ଼ିଯାଏ। ଆକ୍ରାନ୍ତଙ୍କ ମାନସିକ ସ୍ଥିତି ବଦଳାଇବାକୁ ପରିବାର ଲୋକଙ୍କ ଭୂମିକା ବେଶି ରହିଛି। ହୋମ୍ ଆଇସୋଲେସନରେ ଥିବା ଆକ୍ରାନ୍ତ ଯୋଗ, ପ୍ରାଣାୟମ କରିବା ଉଚିତ। ଆକ୍ରାନ୍ତ ବ୍ୟକ୍ତି ସୁଷମ ଖାଦ୍ୟ ଖାଇବା ସହ ଅଧିକ ପାଣି ପିଇବା ଉଚିତ। ମାନସିକ […]

5bnm

5bnm

Tapas Behera
  • Published: Tuesday, 22 September 2020
  • Updated: 22 September 2020, 06:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମିତଙ୍କ ମାନସିକ ଅବସ୍ଥା ନେଇ ଡାକ୍ତର ସାରଦା ସ୍ୱାଇଁଙ୍କ ସୂଚନା। ହୋମ୍ ଆଇସୋଲେସନ ବେଳେ ନିଦ୍ରାହୀନତା, ଛାନିଆ ଲକ୍ଷଣ ଦେଖାଯାଉଛି। ଘରେ ଏକା ରହୁଥିବା ଲୋକ, ବୟସ୍କ, କିଶୋରଙ୍କ ମାନସିକ ସ୍ଥିତି ବିଗିଡ଼ିଯାଏ। ଆକ୍ରାନ୍ତଙ୍କ ମାନସିକ ସ୍ଥିତି ବଦଳାଇବାକୁ ପରିବାର ଲୋକଙ୍କ ଭୂମିକା ବେଶି ରହିଛି।
ହୋମ୍ ଆଇସୋଲେସନରେ ଥିବା ଆକ୍ରାନ୍ତ ଯୋଗ, ପ୍ରାଣାୟମ କରିବା ଉଚିତ। ଆକ୍ରାନ୍ତ ବ୍ୟକ୍ତି ସୁଷମ ଖାଦ୍ୟ ଖାଇବା ସହ ଅଧିକ ପାଣି ପିଇବା ଉଚିତ। ମାନସିକ ରୋଗ ଚିକିତ୍ସାରେ ଥିବା ଆକ୍ରାନ୍ତ ହୋମ୍ ଆଇସୋଲେସନରେ ରହିପାରିବେ। ଯଦି ମାନସିକ ସ୍ଥିତି ବେଶି ବିଗିଡ଼େ, ତେବେ ହସ୍ପିଟାଲ ସହ ପରାମର୍ଶ କରନ୍ତୁ। ଯେକୌଣସି ମାନସିକ ରୋଗ ସଂପର୍କରେ SCBକୁ ଫୋନ୍ କରିପାରିବେ। SCB ମାନସିକ ରୋଗ ପ୍ରତିଷ୍ଠାନକୁ ୧୮୦୦୩୪୫୭୨୮୮କୁ ଫୋନ୍ କରନ୍ତୁ। ଦିନ ୧୦ରୁ ଅପରାହ୍ନ ୫ ଯାଏ ଫୋନ୍ କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story