ବଲାଙ୍ଗିର ଡାକ୍ତରଖାନାରେ ଗଦାଗଦା ଏକ୍ସପାରୀ ଇଞ୍ଜେକ୍ସନ

<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଷ୍ଟୋରରେ ବିପୁଳ ପରିମାଣର ଏକ୍ସପାରୀ ଇଞ୍ଜେକ୍ସନ ମହଜୁଦ୍ ଅଛି। ଏହାସହ ଏକ୍ସପାରୀ ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ୍ ମଧ୍ୟ ମିଳିଛି। ଶିଶୁରୋଗୀଙ୍କୁ ଏକ୍ସପାରୀ ସାଲାଇନ୍ ଦିଆଯିବା ଘଟଣା ପରେ ଓଟିଭି କ୍ୟାମେରା ଟିମ୍ ଆଜି ବଲାଙ୍ଗିର ମୁଖ୍ୟ ଡାକ୍ତରଖାନା ଯାଇ ରିଅଲିଟି ଚେକ୍ କରିଥିଲା । ଏହି ସମୟରେ ଅନେକ ଏକ୍ସପାରୀ ଇଞ୍ଜେକସନ ଗଚ୍ଛିତ ଥିବା ଦେଖିବାକୁ ମିଳିଛି।</p> <p>ଗତ ୧୪ ତାରିଖ ରାତିରେ ଶିଶୁ ବିଭାଗ ଓ୍ୱାର୍ଡରେ କିଛି ଶିଶୁଙ୍କୁ ଏକ୍ସପାରୀ ସାଲାଇନ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସିଡିଏମଓ ୩ ଜଣ &nbsp;ନର୍ସଙ୍କୁ ବଦଳି କରିଥିଲେ।</p>

Ordigital Desk
  • Published: Saturday, 17 February 2018
  • Updated: 17 February 2018, 04:00 PM IST

Sports

Latest News

<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଷ୍ଟୋରରେ ବିପୁଳ ପରିମାଣର ଏକ୍ସପାରୀ ଇଞ୍ଜେକ୍ସନ ମହଜୁଦ୍ ଅଛି। ଏହାସହ ଏକ୍ସପାରୀ ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ୍ ମଧ୍ୟ ମିଳିଛି। ଶିଶୁରୋଗୀଙ୍କୁ ଏକ୍ସପାରୀ ସାଲାଇନ୍ ଦିଆଯିବା ଘଟଣା ପରେ ଓଟିଭି କ୍ୟାମେରା ଟିମ୍ ଆଜି ବଲାଙ୍ଗିର ମୁଖ୍ୟ ଡାକ୍ତରଖାନା ଯାଇ ରିଅଲିଟି ଚେକ୍ କରିଥିଲା । ଏହି ସମୟରେ ଅନେକ ଏକ୍ସପାରୀ ଇଞ୍ଜେକସନ ଗଚ୍ଛିତ ଥିବା ଦେଖିବାକୁ ମିଳିଛି।</p><p>ଗତ ୧୪ ତାରିଖ ରାତିରେ ଶିଶୁ ବିଭାଗ ଓ୍ୱାର୍ଡରେ କିଛି ଶିଶୁଙ୍କୁ ଏକ୍ସପାରୀ ସାଲାଇନ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସିଡିଏମଓ ୩ ଜଣ &nbsp;ନର୍ସଙ୍କୁ ବଦଳି କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos