ଲକ୍ଷେ ଟଙ୍କା ଦିଅ, ଦୁଇ ଲକ୍ଷ ନିଅ...

ବାସୁଦେବପୁର(କିରିଟି ଦାସ): “ଲକ୍ଷେ ଟଙ୍କା ଦେଲେ, ବଦଳରେ ଦୁଇଲକ୍ଷ ଟଙ୍କା ମିଳିବ। ଆଗକୁ ବିହାର ନିର୍ବାଚନ ଆସୁଛି ଏଥିପାଇଁ ସରକାର ଶହେ ଟଙ୍କିଆ ନୋଟକୁ ବନ୍ଦ କରିବାକୁ ଯାଉଛନ୍ତି। ଆମ ନିକଟରେ ବହୁ ମାତ୍ରାରେ ଶହେ ଟଙ୍କିଆ ନୋଟ ଅଛି। ଏଥିପାଇଁ ଆମେ ଶହେ ଟଙ୍କିଆ ନୋଟକୁ ବଦଳାଇବା ପାଇଁ ଚାହୁଁଛୁ। ଆମକୁ ୫୦୦ ବା ୨୦୦୦ ଟଙ୍କିଆ ନୋଟ ଯେତେ ଦେବ, ଆମେ ତା’ର ଦୁଇଗୁଣା ଟଙ୍କା ଆପଣଙ୍କୁ ଦେବୁ।” ଏମିତି କହି ଠକିଥିଲେ ଠକ […]

bhadrak

bhadrak

Manoranjan Sial
  • Published: Sunday, 01 November 2020
  • Updated: 01 November 2020, 05:08 PM IST

ବାସୁଦେବପୁର(କିରିଟି ଦାସ): “ଲକ୍ଷେ ଟଙ୍କା ଦେଲେ, ବଦଳରେ ଦୁଇଲକ୍ଷ ଟଙ୍କା ମିଳିବ। ଆଗକୁ ବିହାର ନିର୍ବାଚନ ଆସୁଛି ଏଥିପାଇଁ ସରକାର ଶହେ ଟଙ୍କିଆ ନୋଟକୁ ବନ୍ଦ କରିବାକୁ ଯାଉଛନ୍ତି। ଆମ ନିକଟରେ ବହୁ ମାତ୍ରାରେ ଶହେ ଟଙ୍କିଆ ନୋଟ ଅଛି। ଏଥିପାଇଁ ଆମେ ଶହେ ଟଙ୍କିଆ ନୋଟକୁ ବଦଳାଇବା ପାଇଁ ଚାହୁଁଛୁ। ଆମକୁ ୫୦୦ ବା ୨୦୦୦ ଟଙ୍କିଆ ନୋଟ ଯେତେ ଦେବ, ଆମେ ତା’ର ଦୁଇଗୁଣା ଟଙ୍କା ଆପଣଙ୍କୁ ଦେବୁ।” ଏମିତି କହି ଠକିଥିଲେ ଠକ ଗ୍ୟାଙ୍ଗ। ଏପରି ଅଭିଯୋଗ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରୁ ଆସିଛି।

ଠକେଇ ନେଇ ଅଭିଯୋଗ ହେବା ପରେ ଠକଙ୍କୁ ଧରିବା ପାଇଁ ଭଦ୍ରକ ପୁଲିସ ଜାଲ ବିଛାଇଥିଲା। ଠକଙ୍କୁ ୧୦ ଲକ୍ଷ ଟଙ୍କାର ନୋଟ୍‌ ବଦଳାଇବାକୁ ଅଫର ଦିଆଯାଇଥିଲା। ଯୋଜନା ମୁତାବକ ଠକମାନେ ଏକ କାରରେ ଟଙ୍କା ଧରି ଆସିଥିଲେ। ଜାତୀୟ ରାଜପଥର ଭଣ୍ଡାରିପୋଖରୀରେ ସାଦ ପୋଷାକରେ ଥିବା ପୁଲିସ ୨ ଠକଙ୍କୁ ଧରିଥିଲା। ଗିରଫ ଦୁଇ ଅଭିଯୁକ୍ତ ହେଲେ କଟକ ମାହାଙ୍ଗା ଥାନା ଅଞ୍ଚଳର ପ୍ରିୟରଂଜନ ନାୟକ ଓ କେନ୍ଦ୍ରାପଡା ଡେରାବିସ ଥାନା ଅଞ୍ଚର ବିଜୟ ଦାସ। ସେମାନଙ୍କଠାରୁ ପୁଲିସ ଅସଲି ୧୦୦ ଟଙ୍କିଆ ନୋଟ୍‌ ୭୨,୨୦୦ ଟଙ୍କା ଓ ୪୧,୨୦୦ ନକଲି ନକଲି ନୋଟ୍‌ ଜବତ କରିଛି। ଏଥି ସହ ୨ନମ୍ୱର ପ୍ଲେଟ, ଗୋଟିଏ ମାରୁତି କାର, ୩ଟି ମୋବାଇଲ ଓ ୩ଟି କାଠ ବାକ୍ସ ଜବତ କରିଥିଲା।

ଅଭିଯୋଗରୁ ପ୍ରକାଶ, ଠକେଇ ଗ୍ୟାଙ୍ଗର ସଦସ୍ୟମାନେ ପ୍ରଥମେ ମୋବାଇଲରେ ଫୋନ‌୍‍ କରି ଟଙ୍କା ଦେବାକୁ କହିବେ। ଯେଉଁ ପରିମାଣର ଟଙ୍କା ନେବେ, ତା’ର ଦୁଇଗୁଣା ଟଙ୍କା ଦେବାର ପ୍ରତିଶ୍ରୁତି ଦେଉଥିଲେ ଫୋନ କରୁଥିବା ଲୋକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story