୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍‌ ଜବତ

ଯାଜପୁର (ସଞ୍ଜୀବ ନାୟକ): ଯାଜପୁର ଟାଉନ ଥାନା ଅନ୍ତର୍ଗତ ସନ୍ଥ ମାଧବ ଗାଁରେ ଏକ ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଏହି ଘଟଣାରେ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତ ନାଁ ଚନ୍ଦ୍ରମଣି ବଳ। ତା’ ଘର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳରେ। ସେ ଯାଜପୁର ଟାଉନ ଥାନା ଅନ୍ତର୍ଗତ ସନ୍ଥ ମାଧବ ଅଞ୍ଚଳରେ ଏକ ଭଡ଼ା ଘରେ ରହି ଜାଲ୍ ନୋଟ୍‌ କାରବାର ଚଳାଇ ଆସୁଥିଲା। ଏହି ନୋଟକୁ ସେ […]

fakenotes

fakenotes

Jitendra Garnayak
  • Published: Sunday, 02 January 2022
  • Updated: 02 January 2022, 02:47 PM IST

Sports

Latest News

ଯାଜପୁର (ସଞ୍ଜୀବ ନାୟକ): ଯାଜପୁର ଟାଉନ ଥାନା ଅନ୍ତର୍ଗତ ସନ୍ଥ ମାଧବ ଗାଁରେ ଏକ ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଏହି ଘଟଣାରେ ଜଣଙ୍କୁ ପୁଲିସ୍ ଗିରଫ କରିଛି।

ଅଭିଯୁକ୍ତ ନାଁ ଚନ୍ଦ୍ରମଣି ବଳ। ତା’ ଘର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳରେ। ସେ ଯାଜପୁର ଟାଉନ ଥାନା ଅନ୍ତର୍ଗତ ସନ୍ଥ ମାଧବ ଅଞ୍ଚଳରେ ଏକ ଭଡ଼ା ଘରେ ରହି ଜାଲ୍ ନୋଟ୍‌ କାରବାର ଚଳାଇ ଆସୁଥିଲା। ଏହି ନୋଟକୁ ସେ ବିଶାଖାପଟନମ ଓ  ବିଜୟନଗରମ ଆଦି ସ୍ଥାନକୁ ପଠାଉଥିଲା। ପୂର୍ବରୁ ବି ସେ ଏହି ଜାଲ ନୋଟ୍‌ କାରବାରରେ ଗିରଫ ହୋଇଥିଲା।

ଗତକାଲି ବିଳମ୍ବିତ ରାତିରେ ଟାଉନ୍ ଥାନା ପୁଲିସ୍ ସନ୍ଥ ମାଧବ ଗାଁରେ ଚଢ଼ାଉ କରିଥିଲା। ଏହି ସମୟରେ ଅଭିଯୁକ୍ତ ପାଖରୁ ୧୩ ଲକ୍ଷ ୧୭ ହଜାର ୫୦୦ ଟଙ୍କା ଜବତ କରିଥିଲା। ସେଥିମଧ୍ୟରେ ୫୦୦ ଟଙ୍କିଆ, ୨୦୦ ଟଙ୍କିଆ ଓ ୧୦୦ ଟଙ୍କିଆ ନକଲି ନୋଟ୍ ରହିଛି। ଅଭିଯୁକ୍ତ ପାଖରୁ ନକଲି ନୋଟ୍ ସହିତ ଲ୍ୟାପ୍‌ଟପ୍‌, କାଗଜ ଓ ସ୍କାନ୍‌ ମେସିନ୍‌ ଆଦି ଜବତ କରାଯାଇଛି।

ତାର ସହଯୋଗୀଙ୍କ ସଂପର୍କରେ ଜାଣିବା ପାଇଁ ତଥା ଅଧିକ ତଥ୍ୟ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ଯାଜପୁର ଏସ୍‌ଡିପିଓ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story