ଧରାପଡ଼ିଲେ ନକଲି ତହସିଲଦାର ଓ ତହସିଲ୍ କର୍ମଚାରୀ, ଗାଡ଼ିବାଲାଙ୍କୁ ଚୂନ ଲଗାଉଥିଲେ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଧରାପଡ଼ିଲେ ନକଲି ତହସିଲଦାର ଓ ତହସିଲ କର୍ମଚାରୀ। ନିଜକୁ ତହସିଲଦାର ଓ ତହସିଲ କର୍ମଚାରୀ କହି ଗାଡ଼ି ଅଟକାଇ ଟଙ୍କା ମାଗୁଥିଲେ। ହେଲେ ଶେଷରେ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ଘଟଣାଟି ଘଟିଛି ଢେଙ୍କାନାଳରେ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଲେଜ ବାଇପାସ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ତିନି ଜଣ ଯୁବକ ଏକ ୧୦ ଚକିଆ ଟ୍ରକ୍‌କୁ ଅଟକାଇଥିଲେ। ନିଜକୁ ତହସିଲଦାର […]

Police Station

Police Station

Jitendra Garnayak
  • Published: Tuesday, 06 July 2021
  • Updated: 06 July 2021, 02:25 PM IST

Sports

Latest News

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଧରାପଡ଼ିଲେ ନକଲି ତହସିଲଦାର ଓ ତହସିଲ କର୍ମଚାରୀ। ନିଜକୁ ତହସିଲଦାର ଓ ତହସିଲ କର୍ମଚାରୀ କହି ଗାଡ଼ି ଅଟକାଇ ଟଙ୍କା ମାଗୁଥିଲେ। ହେଲେ ଶେଷରେ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ଘଟଣାଟି ଘଟିଛି ଢେଙ୍କାନାଳରେ।

ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଲେଜ ବାଇପାସ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ତିନି ଜଣ ଯୁବକ ଏକ ୧୦ ଚକିଆ ଟ୍ରକ୍‌କୁ ଅଟକାଇଥିଲେ। ନିଜକୁ ତହସିଲଦାର ଓ ତହସିଲ କର୍ମଚାରୀ କହି ସେମାନେ ଟ୍ରକ୍ କର୍ମଚାରୀଙ୍କୁ କାଗଜପତ୍ର ମାଗିଥିଲେ। ତା’ସହିତ ଓରଲୋଡିଂ ଅଛି କହି ଟଙ୍କା ମାଗିଥିଲେ।

ଟାଉନ୍‌ ଥାନା ପୁଲିସ୍ ଏ ସଂପର୍କରେ ସୂଚନା ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସ୍‌କୁ ଦେଖି ଅଭିଯୁକ୍ତମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ୨ ଜଣ ଧରାପଡ଼ିଥିଲେ। ଆଉ ଜଣେ ଖସି ପଳାଇବାରେ ସମର୍ଥ ହୋଇଥିଲା। ସେମାନେ ବ୍ୟବହାର କରୁଥିବା ଏକ ବୋଲେରୋକୁ ପୁଲିସ୍ ଜବତ କରିଛି। ସମସ୍ତ ଅଭିଯୁକ୍ତ ସଦର ଥାନା ଅନ୍ତର୍ଗତ ସିଆରିଆ ଗାଁର ବୋଲି ଜଣାପଡ଼ିଛି।

ଢେଙ୍କାନାଳ ଟାଉନ୍ ଥାନା ଅଧିକାରୀ ନମିତା ନାୟକ କହିଛନ୍ତି, ଅଭିଯୁକ୍ତମାନଙ୍କୁ ପଚରାଉଚରା ବେଳେ ଜଣାପଡ଼ିଛି ଯେ ସେମାନେ କେବେ ନିଜକୁ ତହସିଲ୍ କର୍ମଚାରୀ ତ କେବେ ଆର୍‌ଟିଓ କର୍ମଚାରୀ କହି ରାସ୍ତାରେ ଗାଡ଼ିମାନଙ୍କୁ ଅଟକାଇ ଫାଇନ୍‌ ଦେବାକୁ କହି ଟଙ୍କା ଆଦାୟ କରୁଥିଲେ। ଏନେଇ ଆମ ପାଖରେ ପୂର୍ବରୁ ସୂଚନା ନଥିଲା। କିନ୍ତୁ ଗତକାଲି ଖବର ପାଇବା ପରେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story