ମୃତ ଶିଶୁକୁ ଗଛ କୋରଡ଼ରେ ରଖି ପୂଜାର୍ଚ୍ଚନା
ବ୍ରହ୍ମପୁର: ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ। ଯୁଗ ଯେତେ ଆଗେଇଲେ ମଧ୍ୟ ଏବେବି ମନରୁ ଅନ୍ଧବିଶ୍ୱାସ ଦୂର ହେଉନି। ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ କେତେବେଳେ କ’ଣ କରୁଛି ସେ ଜାଣିପାରୁନାହିଁ। ଏପରି ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସୁନ୍ଦରପୁର ଗାଁରେ। ଡାକ୍ତର ମୃତ ଘୋଷଣା କରି ସାରିଥିବା ଏକ ଶିଶୁ କାଳେ ବଞ୍ଚିଯିବ ଭାବି ପରିବାର ଲୋକେ ତାକୁ ଆମ୍ବଗଛ କୋରଡ଼ରେ ରଖି ପୂଜାର୍ଚ୍ଚନା କରୁଛନ୍ତି।
ପୂରା ଘଟଣାଟି ଏମିତି। ସୁନ୍ଦରପୁର ଗାଁର ସଚ୍ଚିଦାନନ୍ଦ ସାହୁଙ୍କ ଅଢେଇ ବର୍ଷର ପୁଅ ଅସୁସ୍ଥ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲା।  ସେଠାରେ ତା’ର ମୃତ୍ୟୁ ହୋଇଥିଲା। ପୁଅର ଶେଷକୃତ୍ୟ ପାଇଁ  ପରିବାର ଲୋକେ ତାକୁ  ଶ୍ମଶାନକୁ ଆଣିଥିଲେ। କିନ୍ତୁ ସେଠାରେ ତା’ର ହାତ ହଲି ଥିବାରୁ ସେ ବଞ୍ଚିବାର ଆଶା ନେଇ ପରିବାର ଲୋକ ଏକ ଆମ୍ବଗଛ କୋରଡ଼ରେ ରଖି ପୂଜାର୍ଚ୍ଚନା କରୁଛନ୍ତି। ଏହା ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛୁ।
Ordigital Desk
• Published: Friday, 08 September 2017
• Updated: 08 September 2017, 09:57 AM IST
Sports
Latest News
ବ୍ରହ୍ମପୁର: ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ। ଯୁଗ ଯେତେ ଆଗେଇଲେ ମଧ୍ୟ ଏବେବି ମନରୁ ଅନ୍ଧବିଶ୍ୱାସ ଦୂର ହେଉନି। ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ କେତେବେଳେ କ’ଣ କରୁଛି ସେ ଜାଣିପାରୁନାହିଁ। ଏପରି ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସୁନ୍ଦରପୁର ଗାଁରେ। ଡାକ୍ତର ମୃତ ଘୋଷଣା କରି ସାରିଥିବା ଏକ ଶିଶୁ କାଳେ ବଞ୍ଚିଯିବ ଭାବି ପରିବାର ଲୋକେ ତାକୁ ଆମ୍ବଗଛ କୋରଡ଼ରେ ରଖି ପୂଜାର୍ଚ୍ଚନା କରୁଛନ୍ତି।
ପୂରା ଘଟଣାଟି ଏମିତି। ସୁନ୍ଦରପୁର ଗାଁର ସଚ୍ଚିଦାନନ୍ଦ ସାହୁଙ୍କ ଅଢେଇ ବର୍ଷର ପୁଅ ଅସୁସ୍ଥ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲା।  ସେଠାରେ ତା’ର ମୃତ୍ୟୁ ହୋଇଥିଲା। ପୁଅର ଶେଷକୃତ୍ୟ ପାଇଁ  ପରିବାର ଲୋକେ ତାକୁ  ଶ୍ମଶାନକୁ ଆଣିଥିଲେ। କିନ୍ତୁ ସେଠାରେ ତା’ର ହାତ ହଲି ଥିବାରୁ ସେ ବଞ୍ଚିବାର ଆଶା ନେଇ ପରିବାର ଲୋକ ଏକ ଆମ୍ବଗଛ କୋରଡ଼ରେ ରଖି ପୂଜାର୍ଚ୍ଚନା କରୁଛନ୍ତି। ଏହା ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛୁ।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos