ଓଡ଼ିଶା ଫେରୁଥିବା ବେଳେ ପାରଳା ମହାରାଜାଙ୍କୁ ଅଧାବାଟରୁ ହସପିଟାଲକୁ ଫେରାଇ ନିଆଗଲା

ଭୁବନେଶ୍ୱର: ଅସୁସ୍ଥତା କାରଣରୁ ଚେନ୍ନାଇର ଆପୋଲୋ ହସପିଟାଲରେ ଦୀର୍ଘଦିନ ଚିକିତ୍ସିତ ହେଉଥିବା ପାରଳା ମହାରାଜା ଗୋପୀନାଥ ଗଜପତି ଆଜି ଓଡ଼ିଶା ଅଣାଯାଉଥିଲା। ହେଲେ କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ତାଙ୍କୁ ଚେନ୍ନାଇ ବିମାନବନ୍ଦରରୁ ପୁଣି ହସପିଟାଲକୁ ଫେରାଇ ନିଆଯାଇଛି। ମହାରାଜାଙ୍କୁ ଫେରାଇ ନିଆଯିବାର କାରଣ ଜଣାପଡିନାହିଁ। ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ଦିଲୀପ ମିଶ୍ର ସୂଚନା ଦେଇଥିଲେ। ଅନେକ ତମ୍ବିତୋଫାନ ପରେ ମହାରାଜାଙ୍କୁ ପରାଳାଖେମୁଣ୍ଡିରୁ ନିଆଯାଇ ଚେନ୍ନାଇର ଆପୋଲୋ […]

maharaj

Rakesh Mallick
  • Published: Tuesday, 03 January 2017
  • , Updated: 03 January 2017, 09:12 PM IST

ଭୁବନେଶ୍ୱର: ଅସୁସ୍ଥତା କାରଣରୁ ଚେନ୍ନାଇର ଆପୋଲୋ ହସପିଟାଲରେ ଦୀର୍ଘଦିନ ଚିକିତ୍ସିତ ହେଉଥିବା ପାରଳା ମହାରାଜା ଗୋପୀନାଥ ଗଜପତି ଆଜି ଓଡ଼ିଶା ଅଣାଯାଉଥିଲା। ହେଲେ କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ତାଙ୍କୁ ଚେନ୍ନାଇ ବିମାନବନ୍ଦରରୁ ପୁଣି ହସପିଟାଲକୁ ଫେରାଇ ନିଆଯାଇଛି। ମହାରାଜାଙ୍କୁ ଫେରାଇ ନିଆଯିବାର କାରଣ ଜଣାପଡିନାହିଁ।

ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ଦିଲୀପ ମିଶ୍ର ସୂଚନା ଦେଇଥିଲେ।

ଅନେକ ତମ୍ବିତୋଫାନ ପରେ ମହାରାଜାଙ୍କୁ ପରାଳାଖେମୁଣ୍ଡିରୁ ନିଆଯାଇ ଚେନ୍ନାଇର ଆପୋଲୋ ହସପିଟାଲରେ ଚିକିତ୍ସା କରାଯାଇଥିଲା। ରାଜ୍ୟ ସରକାର ମହାରାଜଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ।

Related story