ଧାନ କାଣ୍ଟଛାଣ୍ଟକୁ ବିରୋଧ କରି ଚାଷୀଙ୍କ ରାସ୍ତା ଅବରୋଧ

<p>ଧର୍ମଗଡ଼: ଧାନ କାଣ୍ଟଛାଣ୍ଟକୁ ବିରୋଧ କରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ମୋଟେର ଛକରେ ଏନ୍&zwnj;ଏଚ୍&zwnj;-୨୬କୁ ଅବରୋଧ କରିଛନ୍ତି ଚାଷୀ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି। ମଣ୍ଡିରେ ୧୦ରୁ ୧୫କେଜି ଧାନ କାଣ୍ଟଛାଣ୍ଟ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ ଶହ ଶହ ଚାଷୀ ଏକତ୍ର ହୋଇ ପ୍ରତିବାଦ ଜଣାଇଛନ୍ତି।</p> <p>ଦୁଇ ଦିନ ତଳେ ମଧ୍ୟ ଚାଷୀମାନେ ମୋଟେର-ଜୟପାଟଣା ରାସ୍ତାର କାଣ୍ଡିଗାଁଠାରେ ରାସ୍ତା ଅବରୋଧ କରିଥିଲେ। ପ୍ରଶାସନ ସହ ଆଲୋଚନା ସତ୍ତ୍ୱେ ଏନେଇ ନିଷ୍କର୍ଷ ବାହାରି ନ ପାରିବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ।</p>

Ordigital Desk
  • Published: Wednesday, 22 November 2017
  • Updated: 22 November 2017, 11:32 AM IST
<p>ଧର୍ମଗଡ଼: ଧାନ କାଣ୍ଟଛାଣ୍ଟକୁ ବିରୋଧ କରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ମୋଟେର ଛକରେ ଏନ୍&zwnj;ଏଚ୍&zwnj;-୨୬କୁ ଅବରୋଧ କରିଛନ୍ତି ଚାଷୀ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି। ମଣ୍ଡିରେ ୧୦ରୁ ୧୫କେଜି ଧାନ କାଣ୍ଟଛାଣ୍ଟ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ ଶହ ଶହ ଚାଷୀ ଏକତ୍ର ହୋଇ ପ୍ରତିବାଦ ଜଣାଇଛନ୍ତି।</p><p>ଦୁଇ ଦିନ ତଳେ ମଧ୍ୟ ଚାଷୀମାନେ ମୋଟେର-ଜୟପାଟଣା ରାସ୍ତାର କାଣ୍ଡିଗାଁଠାରେ ରାସ୍ତା ଅବରୋଧ କରିଥିଲେ। ପ୍ରଶାସନ ସହ ଆଲୋଚନା ସତ୍ତ୍ୱେ ଏନେଇ ନିଷ୍କର୍ଷ ବାହାରି ନ ପାରିବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos