ରାଷୀଙ୍କୁ କାଳିଆ ଟଙ୍କା ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଖାଇରେ ଚାଷୀଙ୍କୁ ଭେଟିଦେଲେ ରାଜ୍ୟ ସରକାର । ରବି ଫସଲ ପାଇଁ ଚାଷୀଙ୍କୁ ମିଳିଲା କାଳିଆ ସହାୟତା। ୩୭ ଲକ୍ଷ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ଗଲା ୭୪୩ କୋଟି ଟଙ୍କା ।  ପ୍ରତିଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଲା ୨୦୦୦ ଲେଖାଁଏ ଟଙ୍କା କାଳିଆ ଟଙ୍କା। ପୂର୍ବରୁ  ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ଖରିଫ୍‌ ୨୦୨୧ ପାଇଁ ‘କାଳିଆ’ ଯୋଜନାରେ ୯୨୦ କୋଟି ଟଙ୍କା […]

KALIA-,,,,

Tapas Behera
  • Published: Saturday, 11 September 2021
  • , Updated: 11 September 2021, 07:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଖାଇରେ ଚାଷୀଙ୍କୁ ଭେଟିଦେଲେ ରାଜ୍ୟ ସରକାର । ରବି ଫସଲ ପାଇଁ ଚାଷୀଙ୍କୁ ମିଳିଲା କାଳିଆ ସହାୟତା। ୩୭ ଲକ୍ଷ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ଗଲା ୭୪୩ କୋଟି ଟଙ୍କା ।  ପ୍ରତିଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଲା ୨୦୦୦ ଲେଖାଁଏ ଟଙ୍କା କାଳିଆ ଟଙ୍କା। ପୂର୍ବରୁ  ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ଖରିଫ୍‌ ୨୦୨୧ ପାଇଁ ‘କାଳିଆ’ ଯୋଜନାରେ ୯୨୦ କୋଟି ଟଙ୍କା ଜମା ଟ୍ରାନ୍ସଫର କରାଯାଇଥିଲା । ରାଜ୍ୟର ଛୋଟ ଚାଷୀ, ନାମକୁ ମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ‘କାଳିଆ’ ଯୋଜନାର ସହାୟତା ପାଇ ଏହାକୁ ଚାଷ କାମରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Related story