‘ଧାନ ନନେଲେ ରାସ୍ତାରୁ ହଟିବୁନି’

ଭଦ୍ରକ (ପାର୍ଥସାରଥୀ ନାୟକ): ଧାନ ବସ୍ତା ଓ ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତାରେ ବସିଲେ ଚାଷୀ । ସ୍ୱୟଂ ସହାୟକ ଗୋଷ୍ଠୀ ବଦଳରେ ସେବା ସମବାୟ ସମିତିରେ ଧାନ ବିକ୍ରି ଅନୁମତି ଦାବି ନେଇ ଶତାଧିକ ଚାଷୀ ଭଦ୍ରକ ଜିଲ୍ଲା ଇଚ୍ଛାପୁରରେ ରାସ୍ତାରୋକ କରିଛନ୍ତି । ଫଳରେ ଭଦ୍ରକରୁ-ଚାନ୍ଦବାଲି ଓ ବାସୁଦେବପୁରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଭଦ୍ରକ ଜିଲ୍ଲା ବରହମପୁର ସେବା ସମବାୟ ସମିତିର ପଞ୍ଜିକୃତ ଚାଷୀମାନେ ଏହି ରାସ୍ତାରୋକ କରିଛନ୍ତି । ବରହମପୁର […]

protest

protest

Madhupriya Mistry
  • Published: Tuesday, 22 December 2020
  • Updated: 22 December 2020, 05:33 PM IST

Sports

Latest News

ଭଦ୍ରକ (ପାର୍ଥସାରଥୀ ନାୟକ): ଧାନ ବସ୍ତା ଓ ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତାରେ ବସିଲେ ଚାଷୀ । ସ୍ୱୟଂ ସହାୟକ ଗୋଷ୍ଠୀ ବଦଳରେ ସେବା ସମବାୟ ସମିତିରେ ଧାନ ବିକ୍ରି ଅନୁମତି ଦାବି ନେଇ ଶତାଧିକ ଚାଷୀ ଭଦ୍ରକ ଜିଲ୍ଲା ଇଚ୍ଛାପୁରରେ ରାସ୍ତାରୋକ କରିଛନ୍ତି । ଫଳରେ ଭଦ୍ରକରୁ-ଚାନ୍ଦବାଲି ଓ ବାସୁଦେବପୁରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଭଦ୍ରକ ଜିଲ୍ଲା ବରହମପୁର ସେବା ସମବାୟ ସମିତିର ପଞ୍ଜିକୃତ ଚାଷୀମାନେ ଏହି ରାସ୍ତାରୋକ କରିଛନ୍ତି । ବରହମପୁର ସେବା ସମବାୟ ସମିତି ଅଧିନରେ ବରହମପୁର ଓ କେଦାରପୁର ପଞ୍ଚାୟତର ଚାଷୀମାନେ ପଞ୍ଜିକୃତ ହୋଇଥିଲେ । ତେବେ ଚଳିତବର୍ଷ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ ଅନୁସାରେ ସେବା ସମବାୟ ସମିତି ବଦଳରେ ଚାଷୀମାନଙ୍କ ଠାରୁ SHG ଗ୍ରୁପ ଧାନ କିଣୁଛନ୍ତି । ଫଳରେ ଚାଷୀଙ୍କ ପ୍ରାପ୍ୟ ଠିକ ସମୟରେ ମିଳୁନଥିବା ଅଭିଯୋଗ ହୋଇଛି।

ଜିଲ୍ଲା ପ୍ରଶାସନ ତୁରନ୍ତ ଏହି  ନିଷ୍ପତ୍ତିକୁ ପ୍ରତ୍ୟାହାର କରି ପୁନଃ ସେବା ସମବାୟ ସମିତିକୁ ଧାନ ସଂଗ୍ରହ ଦାୟିତ୍ୱ ଦେବା ପାଇଁ ଦାବି ହୋଇଛି । ଯଦି ଏସଏଚଜି ବଦଳରେ ସେବା ସମବାୟ ସମତି ଧାନ ନନେବ ତେବେ ରାସ୍ତାରୁ ହଟିବେନି ବୋଲି ଚାଷୀମାନେ ଧମକ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story