ଫସଲ ବୀମା ରାଶି ପ୍ରଦାନରେ ବିଳମ୍ବ, ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର (ଓଡ଼ିଶା ରିପୋର୍ଟର)ଫସଲ ବୀମା ରାଶି ପ୍ରଦାନରେ ବିଳମ୍ବ। ଏହାକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ। ଗୋଟିଏ ଖରିଫ୍‌ ଫସଲର ସମୟ ବିତି ଯାଇଥିଲେ ମଧ୍ୟ ତା’ପୂର୍ବ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ମିଳି ନାହିଁ । ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସମ୍ବଲପୁର ଜିଲ୍ଲାର ଚାଷୀ। ସେମାନେ ଆଜି ଜିଲ୍ଲାର ୧୭ଟି ସ୍ଥାନରେ ଚକା ଜାମ୍ କରିଛନ୍ତି। ଜିଲ୍ଲାର ୧୭ଟି ସ୍ଥାନରେ ସକାଳ ୧୦ଟାରୁ ଅପରାହଣ ୧ଟା ଯାଏ ଆନ୍ଦୋଳନ କରୁଛନ୍ତି ଚାଷୀ। ସେମାନେ […]

j-666

j-666

Tapas Behera
  • Published: Friday, 26 October 2018
  • Updated: 26 October 2018, 05:01 PM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର)ଫସଲ ବୀମା ରାଶି ପ୍ରଦାନରେ ବିଳମ୍ବ। ଏହାକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ। ଗୋଟିଏ ଖରିଫ୍‌ ଫସଲର ସମୟ ବିତି ଯାଇଥିଲେ ମଧ୍ୟ ତା’ପୂର୍ବ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ମିଳି ନାହିଁ ।

ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସମ୍ବଲପୁର ଜିଲ୍ଲାର ଚାଷୀ। ସେମାନେ ଆଜି ଜିଲ୍ଲାର ୧୭ଟି ସ୍ଥାନରେ ଚକା ଜାମ୍ କରିଛନ୍ତି। ଜିଲ୍ଲାର ୧୭ଟି ସ୍ଥାନରେ ସକାଳ ୧୦ଟାରୁ ଅପରାହଣ ୧ଟା ଯାଏ ଆନ୍ଦୋଳନ କରୁଛନ୍ତି ଚାଷୀ।

ସେମାନେ ଅଭିଯୋଗ କରିଛନ୍ତି, ଠିକ୍ ସମୟରେ ତ’ ଆମେ  ପ୍ରିମିୟମ ଦେଲୁ।  ଅନ୍ୟପଟେ ଫସଲ ହେଲା ନାହିଁ।  ତେବେ ଯଦି ବୀମା ରାଶି ନ ମିଳେ, ତେବେ ଯୋଜନାର ଲାଭ କଣ, ପ୍ରିମିୟମ ଭରିବାର ଲାଭ କ’ଣ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos