ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ, ତହସିଲଦାରଙ୍କୁ ତାଲା

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଟୋକନ୍‌ ମିଳୁନି। ଯେଉଁଥିପାଇଁ ମଣ୍ଡିରୁ ଧାନ ଉଠୁନି। ଧାନ ନଉଠିବାରୁ ବର୍ଷା ପାଣିରେ ଭିଜି ନଷ୍ଟ ହେଉଛି। ଯାହାକୁ ନେଇ ଆଜି ଚାଷୀମାନେ ତାତିଛନ୍ତି। ପେକ୍ସ ସମ୍ମୁଖରେ ଆନ୍ଦୋଳନ କରୁଥିଲେ। ସେମାନଙ୍କୁ ବୁଝାଇବାକୁ ଆସିଥିବା ସମବାୟ ସମିତିର ଉପନିବନ୍ଧକ ଦାୟିତ୍ୱରେ ଥିବା ଅଧିକାରୀ, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ, ତହସିଲଦାର ଓ ଅନ୍ୟ ପେକ୍ସ ଅଧିକାରୀଙ୍କୁ ଘରେ ପୂରାଇ ତାଲା ପକାଇ ଦେଇଛନ୍ତି ଚାଷୀ। ଆଜି ଏମିତି ଚିତ୍ର ବଲାଙ୍ଗିର ଜିଲ୍ଲାରୁ ଆସିଛି। […]

balangir

balangir

Manoranjan Sial
  • Published: Saturday, 13 February 2021
  • Updated: 13 February 2021, 03:45 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଟୋକନ୍‌ ମିଳୁନି। ଯେଉଁଥିପାଇଁ ମଣ୍ଡିରୁ ଧାନ ଉଠୁନି। ଧାନ ନଉଠିବାରୁ ବର୍ଷା ପାଣିରେ ଭିଜି ନଷ୍ଟ ହେଉଛି। ଯାହାକୁ ନେଇ ଆଜି ଚାଷୀମାନେ ତାତିଛନ୍ତି। ପେକ୍ସ ସମ୍ମୁଖରେ ଆନ୍ଦୋଳନ କରୁଥିଲେ। ସେମାନଙ୍କୁ ବୁଝାଇବାକୁ ଆସିଥିବା ସମବାୟ ସମିତିର ଉପନିବନ୍ଧକ ଦାୟିତ୍ୱରେ ଥିବା ଅଧିକାରୀ, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ, ତହସିଲଦାର ଓ ଅନ୍ୟ ପେକ୍ସ ଅଧିକାରୀଙ୍କୁ ଘରେ ପୂରାଇ ତାଲା ପକାଇ ଦେଇଛନ୍ତି ଚାଷୀ। ଆଜି ଏମିତି ଚିତ୍ର ବଲାଙ୍ଗିର ଜିଲ୍ଲାରୁ ଆସିଛି।

ମଣ୍ଡିରୁ ଧାନ ଉଠୁନଥିବାରୁ ଆଜି ଚାଷୀମାନେ ପୁଇଁନ୍ତଲା ବ୍ଲକ ଛତାପିପଲ ମଣ୍ଡି ଆଗରେ ଧାରଣାରେ ବସିଥିଲେ। ଚାଷୀଙ୍କ ଏହି ଆନ୍ଦୋଳନରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ସାମିଲ ହୋଇଥିଲେ। ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ବଲାଙ୍ଗିର ସମବାୟ ସମିତିର ଉପନିବନ୍ଧକ ଦାୟିତ୍ୱରେ ଥିବା ଅଧିକାରୀ ରବୀନ୍ଦ୍ର ପଣ୍ଡା, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ଶରତ ରାଉତ, ପୁଇଁନ୍ତଲା ତହସିଲଦାର ରୋହିତ ଭୋଇ ଓ ଛତାପିପଲ ପେକ୍ସ ସମ୍ପାଦକ ପହଞ୍ଚିଥିଲେ। ମାତ୍ର ଚାଷୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲା। ଧାନ ଉଠାଇବାକୁ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଏହାକୁ ଉଭୟଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ପରେ ଚାଷୀମାନେ ସମସ୍ତଙ୍କୁ ପେକ୍ସ ଅଫିସରେ ପୂରାଇ ତାଲା ପକାଇ ଦେଇଥିଲେ। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଫିସରମାନେ ବନ୍ଦୀ ରହିଛନ୍ତି।

ମାସ ମାସ ଧରି ମଣ୍ଡିରେ ଧାନ ପଡ଼ିଛି। ଧାନ ବର୍ଷାରେ ଭିଜି ନଷ୍ଟ ହେଉଛି। ଯେଉଁଥିପାଇଁ ଦୀର୍ଘ ଦିନ ଧରି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହାର ଫଳସ୍ୱରୁପ ଚାଷୀମାନେ ସରକାରୀ ବାବୁମାନଙ୍କୁ ତାଲା ପକାଇ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story