ସଞ୍ଜୟ ଦାସବର୍ମାଙ୍କୁ ଘେରିଲେ ଚାଷୀ!

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କୁ ଘେରିଲେ ଚାଷୀ। ଧାନ ବସ୍ତା ମୁଣ୍ଡାଇ ଚାଷୀମାନେ ପ୍ରତିବାଦ କରିଛନ୍ତି। ପରେ ଦାସବର୍ମା ଚାଷୀଙ୍କ ଅଭିଯୋଗ ଶୁଣି ଧାନ ଉଠାଇବାକୁ ସମବାୟ ସମିତି ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଦୁଇ ଦିନିଆ କେନ୍ଦ୍ରାପଡ଼ା ଗସ୍ତରେ ଯାଇଛନ୍ତି। ଆଜି ସେ ସାନଜରିଆ ପଞ୍ଚାୟତକୁ ଯାଉଥିଲେ। ଦାସ ବର୍ମା ଶୋଭାଯାତ୍ରାରେ ଯାଉଥିବା ବେଳେ ରାସ୍ତାରେ […]

kendrapara

kendrapara

Manoranjan Sial
  • Published: Saturday, 30 January 2021
  • Updated: 30 January 2021, 05:09 PM IST

Sports

Latest News

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କୁ ଘେରିଲେ ଚାଷୀ। ଧାନ ବସ୍ତା ମୁଣ୍ଡାଇ ଚାଷୀମାନେ ପ୍ରତିବାଦ କରିଛନ୍ତି। ପରେ ଦାସବର୍ମା ଚାଷୀଙ୍କ ଅଭିଯୋଗ ଶୁଣି ଧାନ ଉଠାଇବାକୁ ସମବାୟ ସମିତି ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଦୁଇ ଦିନିଆ କେନ୍ଦ୍ରାପଡ଼ା ଗସ୍ତରେ ଯାଇଛନ୍ତି। ଆଜି ସେ ସାନଜରିଆ ପଞ୍ଚାୟତକୁ ଯାଉଥିଲେ। ଦାସ ବର୍ମା ଶୋଭାଯାତ୍ରାରେ ଯାଉଥିବା ବେଳେ ରାସ୍ତାରେ ଚାଷୀମାନେ ଧାନ ବସ୍ତା ମୁଣ୍ଡା ପ୍ରତିବାଦ କରିଥିଲେ। ଦାସବର୍ମା ଗାଡ଼ିରୁ ଓହ୍ଲାଇ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ମଣ୍ଡିରୁ ଧାନ ଉଠୁନଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଚାଷୀଙ୍କ ଅଭିଯୋଗ ଶୁଣି ଶୀଘ୍ର ଧାନ ଉଠାଇବାକୁ ସାନଜରିଆ ସମବାୟ ସୋଶାଇଟି ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦାସବର୍ମା।

ଦାସବର୍ମା କହିଛନ୍ତି-“ଖରିଫ ଧାନ କିପରି ବ୍ୟବସ୍ଥିତ ଢ଼ଙ୍ଗରେ କିଣାଯାଇପାରିବ, ସେନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛି। ଗତବର୍ଷ ୬୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଚଳିତବର୍ଷ ୭୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣିବାକୁ ଟାର୍ଗେଟ ରଖାଯାଇଛି। ଧାନ କିଣା ଠିକ ଭାବେ ଚାଲିଛି। ଯେଉଁ ଗୋଟିଏ ବା ଦୁଇଟି ସୋଶାଇଟିରେ ଅବ୍ୟବସ୍ଥା ଦେଖାଇଛି, ତାକୁ ସୁଧାରିବାକୁ ଜିଲ୍ଲାପାଳଙ୍କୁ କହିଛି। ମଣ୍ଡିରେ ରହିଥିବା ଧାନ ଶନିବାର ସନ୍ଧ୍ୟା ସୁଦ୍ଧା ଉଠାଇବାକୁ କହିଛି।”

ସୂଚନାରୁ ପ୍ରକାଶ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବୈଠକରେ ରାଜନଗର, ମହାକାଳପଡା, କେନ୍ଦ୍ରାପଡା ଓ ଆଳି ବିଧାୟକମାନେ ଯୋଗଦେଇଥିଲେ। ଏଥିରେ ଭିତରକନିକାରେ ଇକୋ ଟୋରିଜିମର କିପରି ବିକାଶ କରାଯିବ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥଲା। ୨୦୨୨ ସୁଦ୍ଧା ଜିଲ୍ଲାରେ ସମସ୍ତଙ୍କ ପାଖରେ କିପରି ପାନୀୟ ଜଳ ପହଞ୍ଚି ପାରିବ, ତାହା ଉପରେ ମତପ୍ରକାଶ ପାଇଥିଲା। ସର୍ବ ଶେଷରେ ମନେରେଗା କାର୍ଯ୍ୟର ସମୀକ୍ଷା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story