ବିଭିନ୍ନ ସମସ୍ୟା ନେଇ ରାଜରାସ୍ତାରେ ଚାଷୀ

Ordigital Desk
  • Published: Monday, 30 October 2017
  • , Updated: 30 October 2017, 12:06 PM IST
<p>ଭୁବନେଶ୍ୱର: ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ୱର ଲୋୟର ପିଏମଜିରେ କୃଷକ ଅଧିକାର ଚେତାବନୀ ସମାବେଶ କରାଯାଉଛି।&nbsp; ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି ତରଫରୁ ଆୟୋଜିତ ଏହି ସମାବେଶରେ ରାଜ୍ୟର ବିଭିନ୍ନ ଅଂଚଳରୁ ଶତାଧିକ ଚାଷୀ ଯୋଗ ଦେଇଛନ୍ତି।&nbsp; ଆନ୍ଦୋଳନକୁ ପଶ୍ଚିମବଙ୍ଗର ଅଖିଳ ଭାରତୀୟ କିସାନ ସଂଘର୍ଷ ସମନ୍ୱୟ ସମିତି ସମର୍ଥନ କରୁଛି।&nbsp; ଏହି ଅବସରରେ ସମନ୍ୱୟ ସମିତିର ଏକ ଜନପ୍ରତିନିଧି ଦଳ ପଶ୍ଚିମବଙ୍ଗରୁ ଆସି ଆନ୍ଦୋଳନରେ ସାମିଲ ହୋଇଛନ୍ତି।</p>

Related story