ଜୀବନ ହାରିଲେ ଆଉ ଜଣେ ଚାଷୀ

ଯାଜପୁର: ଯାଜପୁର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇିଛି। ମୃତ ଚାଷୀ ହେଲେ ବରୀ ସୁନ୍ଦରପୁର ଗାଁର ସୁରେଶ ସାହୁ। ଗାଁଠାରୁ କିଛି ଦୂରରେ ଏକ ଗଛରେ ସେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲ ନଷ୍ଟ ଓ ଋଣ ଭାର ଚିନ୍ତାର ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଦୁଇ ଦିନ ତଳେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ମାଳିଶିରିପୁର ଗାଁର ଚାଷୀ ନରେନ୍ଦ୍ର […]

farmer

Rakesh Mallick
  • Published: Tuesday, 05 December 2017
  • , Updated: 05 December 2017, 02:40 PM IST

ଯାଜପୁର: ଯାଜପୁର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇିଛି। ମୃତ ଚାଷୀ ହେଲେ ବରୀ ସୁନ୍ଦରପୁର ଗାଁର ସୁରେଶ ସାହୁ। ଗାଁଠାରୁ କିଛି ଦୂରରେ ଏକ ଗଛରେ ସେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲ ନଷ୍ଟ ଓ ଋଣ ଭାର ଚିନ୍ତାର ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ମାଳିଶିରିପୁର ଗାଁର ଚାଷୀ ନରେନ୍ଦ୍ର ହିକକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ରୋଗ ପୋକ ଦାଉରେ ଫସଲ ନଷ୍ଟ ହେବାରୁ ନରେନ୍ଦ୍ର ଚାପରେ ଥିଲେ।

Related story