କାଲିଠାରୁ ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ , ନଥିଲେ ଦୁଇଗୁଣା ଗଣିବେ ଟୋଲ୍ ଫି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନିଷ୍ପତ୍ତିକୁ ପ୍ରାୟ ଦେଢ଼ମାସ ଗଡ଼ାଇବା ପରେ ଆସନ୍ତାକାଲି ମଧ୍ୟରାତ୍ରିରୁ ବାଧ୍ୟତାମୂଳକ ହେବ ଫାସ୍‌ଟ୍ୟାଗ୍ । ରାଜ୍ୟର ଟୋଲଗେଟ୍ ଗୁଡ଼ିକରେ ମଧ୍ୟରାତ୍ରିରୁ ଏହି ନିୟମକୁ କଡ଼ାକଡ଼ି କରାଯିବ । ଫାସଟ୍ୟାଗ୍ ନଥିଲେ ଗାଡ଼ି ଚାଳକ ପୂର୍ବ ନିଷ୍ପତ୍ତି ମୂତାବକ ଦୁଇ ଗୁଣା ଟୋଲ୍ ଫି ଗଣିବେ। କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।  ଚଳିତ ବର୍ଷ ଆରମ୍ଭରୁ ଚାରି ଚକିଆ ସମେତ ଭାରିଯାନ ଗୁଡ଼ିକ ପାଇଁ ଫାସ୍‌ଟ୍ୟାଗ୍ ନିୟମ […]

6bnm

6bnm

Tapas Behera
  • Published: Sunday, 14 February 2021
  • Updated: 14 February 2021, 08:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନିଷ୍ପତ୍ତିକୁ ପ୍ରାୟ ଦେଢ଼ମାସ ଗଡ଼ାଇବା ପରେ ଆସନ୍ତାକାଲି ମଧ୍ୟରାତ୍ରିରୁ ବାଧ୍ୟତାମୂଳକ ହେବ ଫାସ୍‌ଟ୍ୟାଗ୍ । ରାଜ୍ୟର ଟୋଲଗେଟ୍ ଗୁଡ଼ିକରେ ମଧ୍ୟରାତ୍ରିରୁ ଏହି ନିୟମକୁ କଡ଼ାକଡ଼ି କରାଯିବ । ଫାସଟ୍ୟାଗ୍ ନଥିଲେ ଗାଡ଼ି ଚାଳକ ପୂର୍ବ ନିଷ୍ପତ୍ତି ମୂତାବକ ଦୁଇ ଗୁଣା ଟୋଲ୍ ଫି ଗଣିବେ। କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।  ଚଳିତ ବର୍ଷ ଆରମ୍ଭରୁ ଚାରି ଚକିଆ ସମେତ ଭାରିଯାନ ଗୁଡ଼ିକ ପାଇଁ ଫାସ୍‌ଟ୍ୟାଗ୍ ନିୟମ ଲାଗୁ କରିବାକୁ ଯୋଜନା କରିଥିଲେ କେନ୍ଦ୍ର ସରକାର । ପରବର୍ତ୍ତୀ ସମୟରେ ଏହାର ଅବଧି ବଢ଼ାଇଦେଇଥିଲେ। ଏହାପୂର୍ବରୁ ପଞ୍ଜିକରଣ ସମୟ ସୀମାକୁ ଏକାଧିକ ଥର ବୃଦ୍ଧି କରାଯାଇଥିଲା । ଏଣିକି ଅର୍ଥାତ ଆସନ୍ତାକାଲି ମଧ୍ୟରାତ୍ରିରୁ ଟୋଲଗେଟ୍ ଗୁଡ଼ିକରେ ଫାସଟ୍ୟାଗ୍ ବାଧ୍ୟତାମୂଳକ ବୋଲି କହିଛି କେନ୍ଦ୍ର ପରିବହନ ମନ୍ତ୍ରାଳୟ। ଗାଡ଼ିରେ ଫାସଟ୍ୟାଗ୍ ଲଗାଇଥିଲେ ଏବଂ ସକ୍ରିୟ ଥିଲେ ଅଧିକ ଟଙ୍କା ଗଣିବାକୁ ପଡ଼ିବନି କି ଟୋଲ୍ ଗେଟ୍ ଗୁଡ଼ିକରେ ଲମ୍ବାଲାଇନ୍‌ରେ ରହିବାକୁ ପଡ଼ିବନି । ଫାସଟ୍ୟାଗ ଲାଗିଥିବା ହାଲୁକା କିମ୍ବା ଭାରିଯାନ ଗୁଡ଼ିକୁ ଅଟକାଉଥିବା ଇଣ୍ଟରସେପ୍ଟର ତୁରନ୍ତ ଉଠିଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story