ଝିଅ ଗର୍ଭରେ ବାପର ପାପ

ମାଲକାନଗିରି(ଜିତେନ୍ଦ୍ର ବେଉରା): ରାକ୍ଷସ ପାଲଟିଗଲା ବାପା! ନିଜର ମାନସିକ ବିକୃତ ଝିଅ ସହିତ ରଖିଲା ଶାରୀରିକ ସମ୍ପର୍କ। ଆଉ ଗର୍ଭବତୀ ହୋଇଥିବା ଜାଣି ଝିଅର ଗର୍ଭ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସଦର ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ରାକ୍ଷସ ବାପାକୁ ଅଟକ ରଖି ପଚରାଉଚରା କରୁଛି। ମାଲକାନଗିରି ଜିଲ୍ଲା ସଦର ଥାନା ଅଞ୍ଚଳର ମାନସିକ ବିକୃତ ଯୁବତୀ ହେନା (ଛଦ୍ମନାମ)। […]

Rape victim

Rape victim

Manoranjan Sial
  • Published: Tuesday, 12 October 2021
  • Updated: 12 October 2021, 10:07 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ରାକ୍ଷସ ପାଲଟିଗଲା ବାପା! ନିଜର ମାନସିକ ବିକୃତ ଝିଅ ସହିତ ରଖିଲା ଶାରୀରିକ ସମ୍ପର୍କ। ଆଉ ଗର୍ଭବତୀ ହୋଇଥିବା ଜାଣି ଝିଅର ଗର୍ଭ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସଦର ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ରାକ୍ଷସ ବାପାକୁ ଅଟକ ରଖି ପଚରାଉଚରା କରୁଛି।

ମାଲକାନଗିରି ଜିଲ୍ଲା ସଦର ଥାନା ଅଞ୍ଚଳର ମାନସିକ ବିକୃତ ଯୁବତୀ ହେନା (ଛଦ୍ମନାମ)। ସେ ମାନସିକ ବିକୃତ ଯୋଗୁ କୁଆଡ଼େ ଯାଆନ୍ତି ନାହିଁ। ସବୁବେଳେ ଘରେ ରୁହନ୍ତି। ଆଉ ଏହାର ସୁଯୋଗ ନେଇ ହେନାଙ୍କ ସହିତ ତାଙ୍କ ବାପା ରଖିଥିଲେ ଶାରୀରିକ ସମ୍ପର୍କ। ଯେଉଁଥିପାଇଁ ଗର୍ଭବତୀ ହୋଇଯାଇ ଥିଲେ ହେନା। ଏ ସମ୍ପର୍କରେ ତାଙ୍କ ବାପା ଜାଣିପାରି ତାଙ୍କୁ ମେଡ଼ିକାଲ୍‌ ନେଇ ଗର୍ଭ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏମିତି ଦୁଇ ଥର ତାଙ୍କର ଗର୍ଭ ନଷ୍ଟ କରାଯାଇଛି।

ଝିଅ ସହିତ ନିଜ ସ୍ୱାମୀ ଶାରୀରିକ ସମ୍ପର୍କ ରଖିବା ନେଇ ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ। ପ୍ରତିବାଦ କରିବାରୁ ମାରିଦେବାର ଧମକ ଦେଇଥିଲେ। ଯେଉଁଥିପାଇଁ ସବୁ ଜାଣି ଚୁପ୍‌ ରହୁଥିଲେ ହେନାଙ୍କ ମାଆ। ଏବେ ପୁଣି ଥରେ ହେନା ଅସୁସ୍ଥ ହୋଇଥିଲେ। ପରିବାର ଲୋକେ ତାଙ୍କୁ ମେଡିକାଲ୍‌ ନେଇଥିଲେ। ମେଡିକାଲ୍‌ରେ ଚେକ୍‌ଅପ୍‌ ପରେ ଜାଣାପଡ଼ିଲା ଯେ, ହେନା ୬ ମାସର ଗର୍ଭବତୀ। ଏହା ପରେ ହେନାର ମାଆ ମୁହଁ ଖୋଲିଥିଲେ। ଏଥିପାଇଁ ତାଙ୍କ ବାପା ଦାୟୀ ବୋଲି ଖୋଲମ୍‌ଖୋଲା କହିଥିଲେ।

ହେନାର ଭାଇ ଏ ସମ୍ପର୍କରେ ଜାଣିବା ପରେ ଏନେଇ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ଅଭିଯୁକ୍ତ ରାକ୍ଷସ ବାପାକୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଅଭିଯୁକ୍ତ ବାପା ମଧ୍ୟ ତାଙ୍କ ଝିଅ ସହିତ ଶାରୀରିକ ସମ୍ପର୍କ ରଖିଥିବା ସ୍ୱୀକାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story