ବାପ-ପୁଅଙ୍କୁ ଛୁରାରେ ଆକ୍ରମଣ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଗୋକର୍ଣପୁର ପଞ୍ଚାୟତ ବି.ଦକ୍ଷିଣପୁର ଗାଁରେ ବାପ ଓ ପୁଅଙ୍କୁ ଛୁରାରେ ଆକ୍ରମଣ ହୋଇଛି। ଆହତଦ୍ୱୟ ହେଲେ ବାପା ଡି.ଯୋଗେନ୍ଦ୍ର ରେଡି, ତାଙ୍କ ପୁଅ ଡି. ରାଜେଶ ରେଡି। ଉଭୟଙ୍କୁ ପ୍ରଥମେ ଦିଗପହଣ୍ଡି  ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଥିଲା। ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦଶ ଦିନ ତଳେ ବିଦ୍ୟୁତ ସଂଯୋଗକୁ କେନ୍ଦ୍ର କରି ଗାଁରେ କିଛି ଲୋକଙ୍କ ସହ ସେମାନଙ୍କର ଗଣ୍ଡଗୋଳ ହୋଇଥିଲା। ତେବେ ଆଜି ସକାଳେ ବାପା ଓ […]

injered

injered

Jyoshna Pradhan
  • Published: Tuesday, 11 June 2019
  • Updated: 11 June 2019, 01:16 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଗୋକର୍ଣପୁର ପଞ୍ଚାୟତ ବି.ଦକ୍ଷିଣପୁର ଗାଁରେ ବାପ ଓ ପୁଅଙ୍କୁ ଛୁରାରେ ଆକ୍ରମଣ ହୋଇଛି। ଆହତଦ୍ୱୟ ହେଲେ ବାପା ଡି.ଯୋଗେନ୍ଦ୍ର ରେଡି, ତାଙ୍କ ପୁଅ ଡି. ରାଜେଶ ରେଡି। ଉଭୟଙ୍କୁ ପ୍ରଥମେ ଦିଗପହଣ୍ଡି  ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଥିଲା। ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଦଶ ଦିନ ତଳେ ବିଦ୍ୟୁତ ସଂଯୋଗକୁ କେନ୍ଦ୍ର କରି ଗାଁରେ କିଛି ଲୋକଙ୍କ ସହ ସେମାନଙ୍କର ଗଣ୍ଡଗୋଳ ହୋଇଥିଲା। ତେବେ ଆଜି ସକାଳେ ବାପା ଓ ପୁଅ ଛାତ ଉପରେ ବସିଥିବା ବେଳେ ଗାଁର ଜଣେ ମହିଳା ଓ ପୁରୁଷ ଅତର୍କିତ ଆକ୍ରମଣ କରିଥିଲେ।

ଦିଗପହଣ୍ଡି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story