ଟିଭି ଦେଖିବାକୁ ମନା କରିବାରୁ ଆତ୍ମହତ୍ୟା କଲା ପୁଅ, ତା’ପରେ ବାପା ବି...

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜାହାଡ଼ା ପଞ୍ଚାୟତର କୁଶପଡ଼ା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଟିଭି ଦେଖିବାକୁ ବାପା ତାଗିଦ୍‌ କରିବାରୁ ପୁଅ ଆତ୍ମହତ୍ୟା କରିଦେଲା ପରେ ବାପା ବି ଆତ୍ମହତ୍ୟା କରିଦେଲେ। ମୃତକ ହେଲେ ବାପା ରାଜେନ୍ଦ୍ର ପଣ୍ଡା(୫୫) ଓ ପୁଅ କଳ୍ପବଟ ପଣ୍ଡା(୨୦)। ମିଳିଥିବା ସୂଚନା ଅନୁସାରେ, କଳ୍ପବଟ ଜଣେ ମେଧାବୀ ଛାତ୍ର ଥିଲେ। ସେ ବାହାରେ ରହି ପାଠ ପଢୁଥିଲେ। କିଛି ଦିନ ହେବ ସେ […]

deadbody

deadbody

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 12:57 PM IST

Sports

Latest News

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜାହାଡ଼ା ପଞ୍ଚାୟତର କୁଶପଡ଼ା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଟିଭି ଦେଖିବାକୁ ବାପା ତାଗିଦ୍‌ କରିବାରୁ ପୁଅ ଆତ୍ମହତ୍ୟା କରିଦେଲା ପରେ ବାପା ବି ଆତ୍ମହତ୍ୟା କରିଦେଲେ। ମୃତକ ହେଲେ ବାପା ରାଜେନ୍ଦ୍ର ପଣ୍ଡା(୫୫) ଓ ପୁଅ କଳ୍ପବଟ ପଣ୍ଡା(୨୦)।

ମିଳିଥିବା ସୂଚନା ଅନୁସାରେ, କଳ୍ପବଟ ଜଣେ ମେଧାବୀ ଛାତ୍ର ଥିଲେ। ସେ ବାହାରେ ରହି ପାଠ ପଢୁଥିଲେ। କିଛି ଦିନ ହେବ ସେ ପାଠରେ ମନ ନଦେଇ ଅଧିକ ସମୟ ଟିଭି ଦେଖାରେ ବିତାଇ ଥିବାରୁ ବାପା ରାଜେନ୍ଦ୍ର ତାଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ମର୍ମାହତ ହୋଇ କଳ୍ପବଟ ନିକଟସ୍ଥ କଣିତୋଟାରେ ଆତ୍ମହତ୍ୟା କରିଥିଲେ। ପୁଅ ଘରେ ପହଞ୍ଚିବାରେ ବିଳମ୍ୱ ହେବାରୁ ରାଜେନ୍ଦ୍ର ଖୋଜି ଖୋଜି କଣିତୋଟାରେ ଯାଇ ପହଞ୍ଚିଥିଲେ। ସେଠାରେ ପୁଅର ଝୁଲନ୍ତା ମୃତଦେହ ଦେଖି ସେ ନିଜକୁ ଦୋଷୀ ଭାବି ନିଜେ ଆତ୍ମହତ୍ୟା କରିଥିଲେ। ରାଜେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରି ଆସିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଧରାକୋଟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କଳ୍ପବଟର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story