ପୁତ୍ର ହତ୍ୟାକାରୀ ବାପା ଓ ସାବତ ମାଆକୁ ଆଜୀବନ ଜେଲ୍‌, ଜରିମାନା

କେନ୍ଦୁଝର(ପ୍ରଣୟ କୁମାର ପାଣି): ପୁତ୍ର ହତ୍ୟା ମାମଲାରେ ବାପା ଓ ସାବତ ମା’ଙ୍କୁ ଆଜୀବନ ଜେଲ୍‌। ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଦୋଳଗୋବିନ୍ଦ ବାରିକ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ମୃତକଙ୍କ ସାବତ ଭାଇକୁ ବର୍ଷେ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଟ୍ରାନ୍ସପୋର୍ଟିଂ ବ୍ୟବସାୟରେ ଲାଭ ଟଙ୍କା ଭାଗବଣ୍ଟାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା। ବାମେବାରୀ ଥାନା ବଳଭଦ୍ରପୁର ଗାଁର ନାରାୟଣ ମହାନ୍ତ ତାଙ୍କର ତୃତୀୟ ପତ୍ନୀଙ୍କ ପୁଅ […]

Keonjhar

Keonjhar

Manoranjan Sial
  • Published: Saturday, 04 September 2021
  • Updated: 04 September 2021, 09:11 PM IST

Sports

Latest News

କେନ୍ଦୁଝର(ପ୍ରଣୟ କୁମାର ପାଣି): ପୁତ୍ର ହତ୍ୟା ମାମଲାରେ ବାପା ଓ ସାବତ ମା’ଙ୍କୁ ଆଜୀବନ ଜେଲ୍‌। ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଦୋଳଗୋବିନ୍ଦ ବାରିକ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ମୃତକଙ୍କ ସାବତ ଭାଇକୁ ବର୍ଷେ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଟ୍ରାନ୍ସପୋର୍ଟିଂ ବ୍ୟବସାୟରେ ଲାଭ ଟଙ୍କା ଭାଗବଣ୍ଟାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା।

ବାମେବାରୀ ଥାନା ବଳଭଦ୍ରପୁର ଗାଁର ନାରାୟଣ ମହାନ୍ତ ତାଙ୍କର ତୃତୀୟ ପତ୍ନୀଙ୍କ ପୁଅ ପୀତାମ୍ବର ମହାନ୍ତଙ୍କୁ ଲାଭ ଟଙ୍କା ଦେବାକୁ ଚାହୁଁନଥିଲେ। ଯାହାକୁ ନେଇ ୨୦୧୯ ମସିହା ସେପ୍ଟେମ୍ୱର ୧ ତାରିଖରେ ପାଟିତୁଣ୍ଡ ହୋଇଥିଲା। ବାପା ନାରାୟଣ ମହାନ୍ତ, ତାଙ୍କର ପ୍ରଥମ ସ୍ତ୍ରୀ ମାଳତୀ ମହାନ୍ତ ଓ ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ ଗୌତମ ମହାନ୍ତ ମିଳିମିଶି ପୀତାମ୍ବରଙ୍କୁ ଗାଳି ଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ବାପା ନାରାୟଣ ଏକ ପଥରରେ ଛେଚି ପୀତାମ୍ବରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ଚମ୍ପୁଆ ଅତିରିକ୍ତ ଦୌରାଜଜ୍‌ ମାମଲାକୁ ବିଚାର ୮ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ନାରାୟଣ ଓ ମାଳତୀଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୫୦୦୦ ଟଙ୍କା ଲେଖାଏଁ ଜରିମାନା ଶୁଣାଇଛନ୍ତି। ଜରି ମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।  ତେବେ ତୃତୀୟ ଅଭିଯୁକ୍ତକୁ ବର୍ଷେ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ସେହିପରି ତେଲକୋଇ ଥାନା ଅଞ୍ଚଳରେ ୨୦୧୬ ମସିହା ମାର୍ଚ୍ଚ ୮ ତାରିଖରେ ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରାଯାଇଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ମୋହନ ମହାରଣାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୭ ହଜାର ଟଙ୍କା ଜରିମାନା ଶୁଣାଇଲେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story