ଗୁଣିଗାରେଡ଼ି ସନ୍ଦେହରୁ ନିର୍ମମ କାଣ୍ଡ; ଆଖି ବୁଜିଲେ ବାପା, ୨ ପୁଅ ଗୁରୁତର

ରାୟଗଡ଼ା(ମାଉଡି ବାରିକ): ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା। ବାପକୁ ଗାଁ ଲୋକେ ପିଟି ପିଟି ମାରି ଦେଇଥିବା ବେଳେ ଦୁଇ ପୁଅ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡୁଦୁକାବାହାଲ ପଞ୍ଚାୟତ ଟିଟିଗୁଡ଼ା ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ଦଇ ମାଝି । ତାଙ୍କୁ ୫୫ ବର୍ଷ ହୋଇଥିଲା। ଗତକାଲି ରାତିରେ ଦଇ ମାଝି, ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଘରେ ଶୋଇଥିଲେ। ରାତି ପ୍ରାୟ ୧୨ଟା ବେଳେ ଗାଁର […]

black-magic

black-magic

Niharika Rout
  • Published: Thursday, 04 August 2022
  • Updated: 04 August 2022, 02:55 PM IST

Sports

Latest News

ରାୟଗଡ଼ା(ମାଉଡି ବାରିକ): ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା। ବାପକୁ ଗାଁ ଲୋକେ ପିଟି ପିଟି ମାରି ଦେଇଥିବା ବେଳେ ଦୁଇ ପୁଅ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡୁଦୁକାବାହାଲ ପଞ୍ଚାୟତ ଟିଟିଗୁଡ଼ା ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ଦଇ ମାଝି । ତାଙ୍କୁ ୫୫ ବର୍ଷ ହୋଇଥିଲା।

ଗତକାଲି ରାତିରେ ଦଇ ମାଝି, ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଘରେ ଶୋଇଥିଲେ। ରାତି ପ୍ରାୟ ୧୨ଟା ବେଳେ ଗାଁର ୨୦ରୁ ଊର୍ଦ୍ଧ୍ୱ ଲୋକ ତାଙ୍କ ଘର କବାଟ ଭାଙ୍ଗି ଦେଇଥିଲେ। ସେମାନେ ଦଇ ଓ ତାଙ୍କ ଦୁଇ ପୁଅଙ୍କୁ ବାହାରକୁ ଉଠାଇ ନେଇଥିଲେ। ୩ ଜଣଙ୍କୁ ଗାଁ ମଝିରେ ବାନ୍ଧି ନିର୍ଧୂମ ପିଟିଥିଲେ। ଦଇ ଓ ତାଙ୍କର ଦୁଇ ପୁଅ ଗୁଣିଗାରେଡ଼ି କରୁଥିବାରୁ ଅକାଳରେ ଗାଁର ବହୁ ଲୋକ ଜୀବନ ହାରୁଛନ୍ତି ବୋଲି ଲୋକେ କହିଥିଲେ।

ଲୋକଙ୍କ ମାଡ଼ରେ ଦଇଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଦୁଇ ପୁଅ ସେଠାରୁ କୌଣସି ମତେ ଖସି ପଳାଇବାରେ ସମର୍ଥ ହୋଇଥିଲେ।

ଦଇଙ୍କ ଦୁଇ ପୁଅ ଟିକିରି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ପୁଲିସ୍ ଏହି ଘଟଣା ସଂପର୍କରେ ଖବର ପାଇ ତଦନ୍ତ କରି ଜଣଙ୍କୁ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story