ଶ୍ୱଶୁର ଘର ଲୋକଙ୍କ ମାଡ଼ରେ ଜ୍ୱାଇଁ ଗୁରୁତର

ନୀଳଗିରି(ବିଶ୍ୱମ୍ୱର ଦାସ): ଶ୍ୱଶୁର ଘର ଲୋକଙ୍କ ନିର୍ଘାତ ମାଡ଼ରେ ଜ୍ୱାଇଁ ଗୁରୁତର। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଥାନା ଅନ୍ତର୍ଗତ କଳାକାଦ ଗାଁରୁ। ଗୁରୁତର ଜ୍ୱାଇଁଙ୍କ ନାଁ ମୁକ୍ତିକାନ୍ତ ସ। ତାଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଗତକାଲି ମୁକ୍ତିକାନ୍ତ ଘରେ ଥିବା ବେଳେ ତାଙ୍କ ଶ୍ୱଶୁର, ଶାଶୂ ଓ ଶଳା ପହଞ୍ଚି ଆକ୍ରମଣ କରିଥିଲେ। ଏଥିରେ ତାଙ୍କ […]

attack

attack

Jyoshna Pradhan
  • Published: Sunday, 21 July 2019
  • Updated: 21 July 2019, 12:24 PM IST

Sports

Latest News

ନୀଳଗିରି(ବିଶ୍ୱମ୍ୱର ଦାସ): ଶ୍ୱଶୁର ଘର ଲୋକଙ୍କ ନିର୍ଘାତ ମାଡ଼ରେ ଜ୍ୱାଇଁ ଗୁରୁତର। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଥାନା ଅନ୍ତର୍ଗତ କଳାକାଦ ଗାଁରୁ। ଗୁରୁତର ଜ୍ୱାଇଁଙ୍କ ନାଁ ମୁକ୍ତିକାନ୍ତ ସ। ତାଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଗତକାଲି ମୁକ୍ତିକାନ୍ତ ଘରେ ଥିବା ବେଳେ ତାଙ୍କ ଶ୍ୱଶୁର, ଶାଶୂ ଓ ଶଳା ପହଞ୍ଚି ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ସ୍ତ୍ରୀ ମଧ୍ୟ ସହଯୋଗ କରିଥିବା ନେଇ ବରହମପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଶ୍ୱଶୁର ,ଶାଶୂ, ଶଳା ଓ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story