ବାପା ସାଜିଲା ହତ୍ୟାକାରୀ; ପୁଅକୁ ମାରି ପୋତି ଦେଇଥିଲା

ଆଠଗଡ଼(ନିଳକଣ୍ଠ ଦୋରା): ଜନ୍ମ କଲା ବାପା ସାଜିଲା ପୁଅର ହତ୍ୟାକାରୀ। ଏପରିକି ହତ୍ୟା ପରେ ସୁରାଗ ଯେପରି ନ ମିଳେ ସେଥିଲାଗି ବାଡ଼ି ପଛ ପଟେ ପୋତିଦେଲା ପୁଅର ମୃତଦେହ। ଗତ ୮ ଦିନ ପୂର୍ବେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ପୁଲିସ୍‌ର ଜେରା ପରେ ସତ ସ୍ୱୀକାର କରିଛି ପିଶାଚ ବାପା। ମିଳିଥିବା ସୂଚନା ଅନୁଯାୟୀ, ୮ ଦିନ ହେଲାଣି ହତ୍ୟାର ଶିକାର ହୋଇଥିବା ପ୍ରାୟ ୩୦ ବର୍ଷୀୟ ଯୁବକଙ୍କୁ ଗାଁ ଲୋକେ […]

murder-1-1

murder-1-1

Niharika Rout
  • Published: Friday, 29 May 2020
  • Updated: 29 May 2020, 08:57 AM IST

Sports

Latest News

ଆଠଗଡ଼(ନିଳକଣ୍ଠ ଦୋରା): ଜନ୍ମ କଲା ବାପା ସାଜିଲା ପୁଅର ହତ୍ୟାକାରୀ। ଏପରିକି ହତ୍ୟା ପରେ ସୁରାଗ ଯେପରି ନ ମିଳେ ସେଥିଲାଗି ବାଡ଼ି ପଛ ପଟେ ପୋତିଦେଲା ପୁଅର ମୃତଦେହ। ଗତ ୮ ଦିନ ପୂର୍ବେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ପୁଲିସ୍‌ର ଜେରା ପରେ ସତ ସ୍ୱୀକାର କରିଛି ପିଶାଚ ବାପା।

ମିଳିଥିବା ସୂଚନା ଅନୁଯାୟୀ, ୮ ଦିନ ହେଲାଣି ହତ୍ୟାର ଶିକାର ହୋଇଥିବା ପ୍ରାୟ ୩୦ ବର୍ଷୀୟ ଯୁବକଙ୍କୁ ଗାଁ ଲୋକେ ଦେଖିବାକୁ ପାଉ ନ ଥିଲେ। ଏପରିକି ପରିବାର ଲୋକଙ୍କୁ ପଚାରିବାରୁ ସେମାନେ ମଧ୍ୟ କିଛି ସ୍ପଷ୍ଟ ଭାବେ କହୁ ନ ଥିଲେ। ଏହାକୁ ନେଇ ସନ୍ଦେହ ହେବାରୁ ଗ୍ରାମବାସୀ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କୁ ପଚରାଉଚରା କରିବା ପରେ ପୁଅକୁ ହତ୍ୟା କରିଥିବା ଘଟଣା ଖୋଦ ବାପା ସ୍ୱୀକାର କରିଛି। ଏପରିକି ହତ୍ୟା ପରେ ପୁଅର ମୃତଦେହକୁ ବାଡ଼ି ପଟେ ପୋତା ଯାଇଥିବା ବେଳେ ପୁଲିସ୍‌ ମୃତଦେହ ଠାବ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି, ନା ବ୍ୟକ୍ତିଜଣକ ଏକୁଟିଆ ହତ୍ୟା ପରେ ମୃତଦେହ ପୋତି ଦେଲେ ତାହା ସ୍ପଷ୍ଟ ହୋଇ ନାହିଁ। ଅପରପକ୍ଷେ ହତ୍ୟାର କାରଣ ସମ୍ପର୍କରେ ପୁଲିସ୍‌ ପରିବାର ସଦସ୍ୟଙ୍କୁ ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story