ପୁଅକୁ ମାରି ପୋତି ଦେଲା ବାପା

ବାଲିଗୁଡ଼ା(ଅଜିତ ନାୟକ): ପୁଅର ମଦ ନିଶା ଅସହ୍ୟ ହେଲା। ଶେଷରେ ଜନ୍ମ କଲା ବାପା ହିଁ ପୁଅକୁ ମାରିଦେଲା। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ପରମପାଙ୍ଗା ପଞ୍ଚାୟତ ପାଙ୍ଗୁରମିଲା ଗାଁରେ। ମୃତ ବ୍ୟକ୍ତିଜଣଙ୍କ ହେଲେ  ଚୈତନ ପୂଜାରୀ। ପୁଲିସ ହତ୍ୟାକାରୀ ବାପା ଭୁସ୍କର ପୂଜାରୀ ସମେତ ତାଙ୍କର ଦୁଇ ପୁଅକୁ ଅଟକ ରଖିଛି। ଆଜି ବାଲିଗୁଡା ପୁଲିସ ହତ୍ୟାକାରୀ ବାପାକୁ ଘଟଣାସ୍ଥଳକୁ ନେଇ ମାଜିଷ୍ଟ୍ରେଟ ଶଶାଙ୍କ ପାତ୍ରଙ୍କ ଉପସ୍ଥିତିରେ ଶବକୁ ଖୋଳି ବାହାର କରିଛି। […]

murder

murder

Tapaswini Nayak
  • Published: Friday, 17 September 2021
  • Updated: 17 September 2021, 02:41 PM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): ପୁଅର ମଦ ନିଶା ଅସହ୍ୟ ହେଲା। ଶେଷରେ ଜନ୍ମ କଲା ବାପା ହିଁ ପୁଅକୁ ମାରିଦେଲା। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ପରମପାଙ୍ଗା ପଞ୍ଚାୟତ ପାଙ୍ଗୁରମିଲା ଗାଁରେ। ମୃତ ବ୍ୟକ୍ତିଜଣଙ୍କ ହେଲେ  ଚୈତନ ପୂଜାରୀ।

ପୁଲିସ ହତ୍ୟାକାରୀ ବାପା ଭୁସ୍କର ପୂଜାରୀ ସମେତ ତାଙ୍କର ଦୁଇ ପୁଅକୁ ଅଟକ ରଖିଛି। ଆଜି ବାଲିଗୁଡା ପୁଲିସ ହତ୍ୟାକାରୀ ବାପାକୁ ଘଟଣାସ୍ଥଳକୁ ନେଇ ମାଜିଷ୍ଟ୍ରେଟ ଶଶାଙ୍କ ପାତ୍ରଙ୍କ ଉପସ୍ଥିତିରେ ଶବକୁ ଖୋଳି ବାହାର କରିଛି।

ମିଳିଥିବା ସୂଚନା ଅନୁସାରେ, ଗତ ବୁଧବାର ଭୁସ୍କର ସାନ ପୁଅ ଚୈତନକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲେ। ପରେ ନିଜ ଘରକୁ ଫେରି ଚୁପଚାପ ରହିଥିଲେ। ହେଲେ ପାଖ ପଡ଼ୋଶୀ ଚୈତନଙ୍କୁ ତାଙ୍କ ବାପା ହତ୍ୟା କରିଛି ବୋଲି ଖବର ପାଇ ପରମପାଙ୍ଗା ସରପଞ୍ଚ ରମେଶ ଚନ୍ଦ୍ର ମଲିକଙ୍କୁ ଜଣାଇଥିଲେ। ସରପଞ୍ଚ ଏନେଇ ବାଲିଗୁଡ଼ା ପୁଲିସକୁ ଖବର ଦେଇଥିଲେ।

ବାଲିଗୁଡ଼ା ପୁଲିସ ଘଟଣାର ତଦନ୍ତ କରି ଗତକାଲି ଭୁସ୍କରଙ୍କ ସହ ତାଙ୍କର ଦୁଇ ପୁଅକୁ ଥାନାକୁ ଆଣି ଅଟକ ରଖିଥିଲା। ଭୁସ୍କରଙ୍କୁ ପଚରାଉଚରା କରିବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡିଥିଲା। ଆଜି ବାଲିଗୁଡା ପୁଲିସ ହତ୍ୟାକାରୀ ବାପାକୁ ଘଟଣାସ୍ଥଳକୁ ନେଇ ମାଜିଷ୍ଟ୍ରେଟ ଶଶାଙ୍କ ପାତ୍ରଙ୍କ ଉପସ୍ଥିତିରେ ଶବକୁ ଖୋଳି ବାହାର କରିଥିଲା। ଚୈତନ୍ୟ ମଦ ପିଇ  ପରିବାର ଲୋକଙ୍କୁ ଖୁବ୍‌ ହଇରାଣ କରୁଥିଲା । ଏହା ଅସହ୍ୟ ହେବାକୁ ଭୁସ୍କର ଏଭଳି ଚରମ ନିଷ୍ପତ୍ତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ହତ୍ୟାକାରୀ  ଭୁସ୍କର ପୂଜାରୀ କହିଛନ୍ତି, ମୁଁ ପୁଅକୁ ହତ୍ୟା କରିନାହିଁ। ସେ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଛି।  ଆତ୍ମହତ୍ୟା କରିବା ପରେ ମୁଁ ତାକୁ ନିଜେ ଗାତ ଖୋଳି ପୋତିଦେଇଥିଲି। ମୁଁ ଏହି ବିଷୟରେ ମୋ ପରିବାର ଲୋକଙ୍କୁ କହିନାହିଁ।

ପୁଲିସ ଘଟଣାର ତଦନ୍ତ କରୁଛି। ମୃତଦେହ ବ୍ୟବଚ୍ଛେଦ ହେବାପରେ ଘଟଣାର ସତ୍ୟାସତ ଜଣାପଡ଼ିବ ବୋଲି  ମାଜିଷ୍ଟ୍ରେଟ ଶଶାଙ୍କ ପାତ୍ର କହିଛନ୍ତି। ଭୁସ୍କରଙ୍କ ତିନି ପୁଅ ଥିବା ବେଳେ ଚୈତନ ସାନ ପୁଅ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story