ସ୍କୁଲ ସମୟରେ ମାଂସ ଭୋଜି ମହଙ୍ଗା ପଡ଼ିଲା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ମଧ୍ୟାହ୍ନ ଭୋଜନରେ ପିଲା ଖାଉଛନ୍ତି ଭାତ ସାଙ୍ଗରେ ପାଣିଆ ଡାଲି। ହେଲେ ଉକ୍ତ ସମୟରେ ସ୍କୁଲ କାର୍ଯ୍ୟାଳୟରେ ଶିକ୍ଷକଶିକ୍ଷୟିତ୍ରୀ ଓ ଅଧିକାରୀ କରୁଛନ୍ତି ମାଂସ ଭୋଜି। ଶିକ୍ଷକଙ୍କ ଏପରି ମଉଜମସ୍ତିର ଭିଡିଓ ଭାଇରାଲ ହେବା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ବଲାଙ୍ଗିର ପୁଇନ୍ତଳା ବ୍ଲକ ଠେଲକୋମୁଣ୍ଡା ସ୍କୁଲରେ ଏପରି ଘଟଣା ଘଟିଥିବା ବେଳେ ଏହାର ଫଟୋ ଏବ ସୋଶାଲ ମିଡିଆରେ ଘୂରି ବୁଲୁଛି। ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରିବା ପରେ ସ୍କୁଲର ପ୍ରଧାନ […]

bolangiri

bolangiri

Niharika Rout
  • Published: Saturday, 21 December 2019
  • Updated: 21 December 2019, 01:32 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ମଧ୍ୟାହ୍ନ ଭୋଜନରେ ପିଲା ଖାଉଛନ୍ତି ଭାତ ସାଙ୍ଗରେ ପାଣିଆ ଡାଲି। ହେଲେ ଉକ୍ତ ସମୟରେ ସ୍କୁଲ କାର୍ଯ୍ୟାଳୟରେ ଶିକ୍ଷକଶିକ୍ଷୟିତ୍ରୀ ଓ ଅଧିକାରୀ କରୁଛନ୍ତି ମାଂସ ଭୋଜି। ଶିକ୍ଷକଙ୍କ ଏପରି ମଉଜମସ୍ତିର ଭିଡିଓ ଭାଇରାଲ ହେବା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ବଲାଙ୍ଗିର ପୁଇନ୍ତଳା ବ୍ଲକ ଠେଲକୋମୁଣ୍ଡା ସ୍କୁଲରେ ଏପରି ଘଟଣା ଘଟିଥିବା ବେଳେ ଏହାର ଫଟୋ ଏବ ସୋଶାଲ ମିଡିଆରେ ଘୂରି ବୁଲୁଛି। ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରିବା ପରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।

ସ୍କୁଲ ସମୟରେ କିଭଳି ଶିକ୍ଷକ ଓ ଅଧିକାରୀମାନେ ମାଂସ ଭୋଜିରେ ମସ୍‌ଗୁଲ୍‌  ଅଛନ୍ତି, ତାର ଏକ ଫଟୋ ଭାଇରାଲ ହୋଇଥିଲା । ଭୋଜିର ସେଲ୍‌ଫି  ଉଠାଇ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ ସ୍କୁଲର ଜଣେ ଶିକ୍ଷୟିତ୍ରୀ ।  ଖୋଦ୍ ସ୍କୁଲର ପ୍ରଧାନ ଶିକ୍ଷକ ଓ ସିଆରସିସି ମାଂସ ଖାଉଥିବା ବେଳେ ଏହି ମଉଜମସ୍ତି ଘଟଣାରେ ସାମିଲ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story