ମାଈହାତୀର ମୃତ୍ୟୁ

ଉଦଳା(ମାନସ ପାଣି):ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ପୋଡ଼ାଡ଼ିହା ସେକ୍ସନ ଡୁବିଘାଟ ଜଙ୍ଗଲରେ ଏକ ମାଈହାତୀର ମୃତ୍ୟୁ ହୋଇଛି। ହାତୀର ଆନୁମାନିକ ବୟସ ୩୫ ବର୍ଷ ହେବ ବୋଲି ବନ ବିଭାଗ କହିଛି। ଗତ ଏକ ସପ୍ତାହ ହେବ ହାତୀଟିର ଗୋଡରେ ଆଘାତ ଲାଗିଥିବାରୁ ସେ ଅସୁସ୍ଥ ଥିଲା। ବନବିଭାଗ ହାତୀର ଚିକିସା କରୁଥିବା ବେଳେ ତାର ମୃତ୍ୟୁ ଘଟିଛି। ଗତ ୯ ତାରିଖରେ କପ୍ତିପଦା ରେଞ୍ଜ ପୁଙ୍ଗିଚୁଆ ଜଙ୍ଗଲରୁ ଗୋଟିଏ ମାଈହାତୀର ମୃତଦେହକୁ ବନବିଭାଗ ଠାବ କରିଥିଲା।

death

death

Jyoshna Pradhan
  • Published: Tuesday, 18 June 2019
  • Updated: 18 June 2019, 11:11 AM IST

Sports

Latest News

ଉଦଳା(ମାନସ ପାଣି):ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ପୋଡ଼ାଡ଼ିହା ସେକ୍ସନ ଡୁବିଘାଟ ଜଙ୍ଗଲରେ ଏକ ମାଈହାତୀର ମୃତ୍ୟୁ ହୋଇଛି। ହାତୀର ଆନୁମାନିକ ବୟସ ୩୫ ବର୍ଷ ହେବ ବୋଲି ବନ ବିଭାଗ କହିଛି।

ଗତ ଏକ ସପ୍ତାହ ହେବ ହାତୀଟିର ଗୋଡରେ ଆଘାତ ଲାଗିଥିବାରୁ ସେ ଅସୁସ୍ଥ ଥିଲା। ବନବିଭାଗ ହାତୀର ଚିକିସା କରୁଥିବା ବେଳେ ତାର ମୃତ୍ୟୁ ଘଟିଛି। ଗତ ୯ ତାରିଖରେ କପ୍ତିପଦା ରେଞ୍ଜ ପୁଙ୍ଗିଚୁଆ ଜଙ୍ଗଲରୁ ଗୋଟିଏ ମାଈହାତୀର ମୃତଦେହକୁ ବନବିଭାଗ ଠାବ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story