ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବଡ଼ପଣ୍ଡା ବିବାଦର ସମାଧାନ ହେଲା

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ବଡ଼ପଣ୍ଡା ପଦବୀକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା, ତାହା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଛି। ଆଜି ସକାଳେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ କାର୍ଯ୍ୟାଳୟରେ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା। ଏଥିରେ ଏସ୍‌ପି, ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ମାଆ ଶାରଳାଙ୍କର ଦୁଇ ବଡ଼ପଣ୍ଡା ଦାବିଦାର ରଞ୍ଜନ ପଣ୍ଡା ଓ ପ୍ରଜ୍ଞାଦୀପ୍ତ ପଣ୍ଡା ଉପସ୍ଥିତ ଥିଲେ। […]

sarala

sarala

Manoranjan Sial
  • Published: Saturday, 03 August 2019
  • Updated: 03 August 2019, 04:24 PM IST

Sports

Latest News

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ବଡ଼ପଣ୍ଡା ପଦବୀକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା, ତାହା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଛି।

ଆଜି ସକାଳେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ କାର୍ଯ୍ୟାଳୟରେ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା। ଏଥିରେ ଏସ୍‌ପି, ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ମାଆ ଶାରଳାଙ୍କର ଦୁଇ ବଡ଼ପଣ୍ଡା ଦାବିଦାର ରଞ୍ଜନ ପଣ୍ଡା ଓ ପ୍ରଜ୍ଞାଦୀପ୍ତ ପଣ୍ଡା ଉପସ୍ଥିତ ଥିଲେ। ପାଳି ଅନୁଯାୟୀ ସେବାପୂଜା କରିବା ପାଇଁ ଦୁଇ ପଣ୍ଡାଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦେବୋତ୍ତର ଅତିରିକ୍ତ କମିଶନରଙ୍କ ଯାହା ନିର୍ଦ୍ଦେଶ ରହିଛି, ତାକୁ ମାନିବାକୁ ଜିଲ୍ଲାପାଳ ଉଭୟଙ୍କୁ କହିଛନ୍ତି। ଯଦି ଏହି ଦୁଇ ବଡ଼ପଣ୍ଡାଙ୍କ ମଧ୍ୟରେ ଥିବା ବିବାଦ ଯୋଗୁ ସେବାପୂଜା ବ୍ୟାହତ ହୁଏ, ତେବେ ମନ୍ଦିରରେ ବଡ଼ପଣ୍ଡା ବ୍ୟବସ୍ଥା ଉଚ୍ଛେଦ କରାଯିବ। ଖାଲି ସେତିକି ନୁହେଁ, ଆବଶ୍ୟକ ପଡ଼ିଲେ ଜନମତ ନିଆଯାଇ ପଦ ଉଚ୍ଛେଦ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।

ମାଆ ଶାରଳାଙ୍କ ବଡ଼ପଣ୍ଡା ଭାବେ ପ୍ରଜ୍ଞାଦୀପ୍ତ ପଣ୍ଡା ଦାୟିତ୍ୱ ତୁଲାଇ ଆସୁଥିଲେ। ତେବେ ତାଙ୍କ ପରିବାର ଅନ୍ୟଜଣେ ସଦସ୍ୟ ରଞ୍ଜନ ପଣ୍ଡା ଏହାକୁ ବିରୋଧ କରି ଦେବୋତ୍ତର କମିଶନରେ ଆବେଦନ କରିଥିଲେ। ଏହାକୁ ବିଚାର କରି କମିଶନର ମଇ ୨୯ ତାରିଖରେ ଉଭୟ ପ୍ରଜ୍ଞାଦୀପ୍ତ ଓ ରଞ୍ଜନଙ୍କୁ ବଡ଼ପଣ୍ଡା ଭାବେ ସ୍ୱୀକୃତି ଦେଇଥିଲେ। ଏହି ଆଦେଶକୁ ଭିତ୍ତି କରି ରଞ୍ଜନ ପଣ୍ଡା ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ର ପୂଜା କରିବାକୁ ଅଡ଼ି ବସିବାରୁ ବିବାଦ ସୃଷ୍ଟି ହୋଇଥିଲା। ଖବର ପାଇ ମନ୍ଦିର ଟ୍ରଷ୍ଟି ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ଓ ତିର୍ତ୍ତୋଲ ଏସ୍‌ଡିପିଓ ଦୀପକ ଜେନା ମନ୍ଦିରରେ ପହଞ୍ଚି ଉଭୟଙ୍କ ସହିତ ଆଲୋଚନା କରିବା ପରେ ରାତି ୨ଟା ବେଳେ ମାଆଙ୍କ ନୀତି ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story