ହାତାହାତି ହେଲେ ଏସ୍ଏଚଜି ଗୋଷ୍ଠୀ, ବିସ୍କୁଟ ଖାଇ ଫେରିଲେ ପିଲା

ଭଦ୍ରକ(ପାର୍ଥ ସାରଥୀ ନାୟକ): ମଧ୍ୟାହ୍ନ ଭୋଜନ ରନ୍ଧାକୁ କେନ୍ଦ୍ର କରି ହାତାହାତି ହେଲେ  ଏସ୍ଏଚଜି ଗୋଷ୍ଠୀ।  ଆଉ ମଧ୍ୟାହ୍ନ ଭୋଜନ ନ ପାଇ ବିସ୍କୁଟ ଖାଇ ଫେରିଲେ ଛାତ୍ରଛାତ୍ରୀ ।  ଏସ୍ଏଚଜି ସଦସ୍ୟାଙ୍କ ମାରପିଟ୍‌ର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ତାଳପଦା ନୋଡାଲ ସ୍କୁଲ ପରିସରର ଏହି ଭିଡିଓ ବୋଲି ସୂଚନା ମିଳିଛି। ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଏସ୍ଏଚଜି ମହିଳାଙ୍କ ମଧ୍ୟରେ ଗତକାଲି […]

bhadrak

bhadrak

Niharika Rout
  • Published: Wednesday, 29 June 2022
  • Updated: 29 June 2022, 12:31 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ମଧ୍ୟାହ୍ନ ଭୋଜନ ରନ୍ଧାକୁ କେନ୍ଦ୍ର କରି ହାତାହାତି ହେଲେ  ଏସ୍ଏଚଜି ଗୋଷ୍ଠୀ।  ଆଉ ମଧ୍ୟାହ୍ନ ଭୋଜନ ନ ପାଇ ବିସ୍କୁଟ ଖାଇ ଫେରିଲେ ଛାତ୍ରଛାତ୍ରୀ ।  ଏସ୍ଏଚଜି ସଦସ୍ୟାଙ୍କ ମାରପିଟ୍‌ର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ତାଳପଦା ନୋଡାଲ ସ୍କୁଲ ପରିସରର ଏହି ଭିଡିଓ ବୋଲି ସୂଚନା ମିଳିଛି।

ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଏସ୍ଏଚଜି ମହିଳାଙ୍କ ମଧ୍ୟରେ ଗତକାଲି ବିବାଦ ଦେଖାଦେଇଥିଲା । କଥା କଟାକଟିରୁ ଆରମ୍ଭ ହୋଇଥିବା ଝଗଡ଼ା ହାତାହାତି ପର୍ଯ୍ୟନ୍ତ ଗଲା। ରଣକ୍ଷେତ୍ରରେ ପରିଣତ ହୋଇଗଲା ସ୍କୁଲ ପରିସର। ଏହା ମଧ୍ୟରେ ସମୟ ଗଡ଼ିଯିବାରୁ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ହୋଇପାରିନଥିଲା ।  ବାଧ୍ୟହୋଇ ପିଲାମାନେ ବିସ୍କୁଟ ଖାଇ ଘରକୁ ଫେରିଥିବା ଜଣାପଡିଛି । ସ୍କୁଲ ଶିକ୍ଷକ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ ବିସ୍କୁଟ ବାଣ୍ଟିଥିବା ଜଣାଯାଇଛି।

ବ୍ଲକ ମୁଖ୍ୟ କାର୍ଯ୍ୟାଳୟଠାରୁ ମାତ୍ର ଶହେ ମିଟର ଦୂରରେ ଘଟିଛି ଏହି ଘଟଣା। ଏନେଇ ଏସଏଚଜି ସଦସ୍ୟାଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ସେମାନଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ଜେନା ସୂଚନା ଦେଇଛନ୍ତି । ଏନେଇ ଆଜି ଅପରାହ୍ନରେ ବୈଠକ ବସିବ ବୋଲି ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story