ଫିଲ୍ମ ପ୍ରଯୋଜକଙ୍କୁ ଆକ୍ରମଣ

Ordigital Desk
  • Published: Thursday, 15 February 2018
  • , Updated: 15 February 2018, 09:52 AM IST
<p>କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାରେ ଫିଲ୍ମ ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କୁ ଆକ୍ରମଣ ହୋଇଛି। ବଡ଼ହାଟ ନିକଟରେ ଗତକାଲି ସନ୍ଧ୍ୟା ବେଳେ ସେ ଚାଲୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ୪ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିବା ସହ ସୁନାଚେନ୍ ଓ ମୁଦି ଲୁଟି ନେଇଛନ୍ତି। ଏନେଇ ରବୀନ୍ଦ୍ର ଟାଉନ ଥାନାରେ ଏତଲା ଦେଇଛନ୍ତି।&nbsp; ନିକଟରେ ଥିବା ଏକ ସିସିଟିଭି ଫୁଟେଜ୍&zwnj;କୁ ଆଣି &nbsp;ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।</p>

Related story