୯ମାସ ପରେ ଖୋଲିଲା ମା' ଶାରଳା ମନ୍ଦିର

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ତା): କରୋନା ମହାମାରୀ ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା’ ଶାରଳା ଠାକୁରାଣୀଙ୍କ ମନ୍ଦିର ଆଜି ଖୋଲିଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ସକାଳ ୮ ଟାରେ ମନ୍ଦିର ଖୋଲିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ମା’ଙ୍କ ନୀତି ଚାଲୁଥିବାରୁ ଘଣ୍ଟାଏ ବିଳମ୍ବରେ ଅର୍ଥାତ୍ ସକାଳ ୯ଟାରେ ମନ୍ଦିର ମୁଖ୍ୟ ଦ୍ୱାର ଖୋଲା ଯାଇଥିଲା। ତିର୍ତ୍ତୋଲ ତହସିଲଦାର ସୁଜାତା ପାତ୍ର […]

sarala

sarala

Ranjit Kumar Jena
  • Published: Sunday, 03 January 2021
  • Updated: 03 January 2021, 05:24 PM IST

Sports

Latest News

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ତା): କରୋନା ମହାମାରୀ ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା' ଶାରଳା ଠାକୁରାଣୀଙ୍କ ମନ୍ଦିର ଆଜି ଖୋଲିଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ସକାଳ ୮ ଟାରେ ମନ୍ଦିର ଖୋଲିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ମା'ଙ୍କ ନୀତି ଚାଲୁଥିବାରୁ ଘଣ୍ଟାଏ ବିଳମ୍ବରେ ଅର୍ଥାତ୍ ସକାଳ ୯ଟାରେ ମନ୍ଦିର ମୁଖ୍ୟ ଦ୍ୱାର ଖୋଲା ଯାଇଥିଲା।

ତିର୍ତ୍ତୋଲ ତହସିଲଦାର ସୁଜାତା ପାତ୍ର ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଜିତ ପରିଜାଙ୍କ ଉପସ୍ଥିତିରେ ମନ୍ଦିର ଖୋଲା ଯାଇଥିଲା। ପ୍ରତିଦିନ ସକାଳ ୮ଟାରୁ ୧୨ଟା ମଧ୍ୟରେ ୫୦୦ ଲୋକଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ୬୫ ବର୍ଷରୁ ଊର୍ଦ୍ଧ୍ୱ ଓ ୧୦ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଦର୍ଶନ ବାରଣ କରାଯାଇଛି।

ଶ୍ରଦ୍ଧାଳୁମାନେ ବାଉଁଶ ବାରକେଟ୍‌ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଏବଂ ପଶ୍ଚିମ ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ। ବାହାର ଜିଲ୍ଲାର ଶ୍ରଦ୍ଧାଳୁଙ୍କୁ କୋଭିଡ୍ ନେଗେଟିଭ ରିପୋର୍ଟ ଦେଖାଇବା ପରେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ। ତେବେ କୋଭିଡ କଟକଣା ଯୋଗୁ ଆଜି ପ୍ରଥମ ଦିନରେ ସେଭଳି ଭିଡ଼ ଦେଖିବାକୁ ମିଳିନାହିଁ।

କେତେକ ଶ୍ରଦ୍ଧାଳୁ ମଧ୍ୟ କୋଭିଡ କଟକଣା ଯୋଗୁ ଦର୍ଶନ କରିନପାରି ମନ୍ଦିର ବାହାରୁ ଫେରି ଯାଇଥିଲେ। ସେହିପରି କେରେକେରା ସ୍ଥିତ ପ୍ରଭୁ ଗୋରେଖନାଥଙ୍କ ମନ୍ଦିର ମଧ୍ୟ ଆଜି ଖୋଲିଛି। ତେବେ ଏଠି ମଧ୍ୟ କୋଭିଡ କଟକଣା ଯୋଗୁ ଆଙ୍ଗୁଠି ଗଣତି ଭକ୍ତ ଦର୍ଶନ ପାଇଁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story