‘ ଖାଦ୍ୟ ସାମଗ୍ରୀ ନେବା ବେଳେ ଏଣିକି ଟିପ ଚିହ୍ନ ନିୟମରେ କୋହଳ ହେବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଦ୍ୟ ସୁରକ୍ଷା ଆଇନ୍‌ ଅନୁଯାୟୀ ଖାଦ୍ୟ ସାମଗ୍ରୀ ନେବାକୁ ଯାଇଥିବା ବହୁ ଶ୍ରମିକ ଟିପ ଚିହ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ହେବ ଏପରି ସମସ୍ୟା ଲାଗି ରହିଛି। ଏହାକୁ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି । ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି ,ଏହି ସମସ୍ୟାର ସମାଧାନ ପାଇଁ ଆଇରିସ୍ […]

rasan-2

rasan-2

Niharika Rout
  • Published: Wednesday, 26 February 2020
  • Updated: 26 February 2020, 02:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଦ୍ୟ ସୁରକ୍ଷା ଆଇନ୍‌ ଅନୁଯାୟୀ ଖାଦ୍ୟ ସାମଗ୍ରୀ ନେବାକୁ ଯାଇଥିବା ବହୁ ଶ୍ରମିକ ଟିପ ଚିହ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ହେବ ଏପରି ସମସ୍ୟା ଲାଗି ରହିଛି। ଏହାକୁ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି ।

ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି ,ଏହି ସମସ୍ୟାର ସମାଧାନ ପାଇଁ ଆଇରିସ୍ ସ୍କାନର ବ୍ୟବସ୍ଥା କରାଯିବ। ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଲାଗି ବାଧ୍ୟତାମୂଳକ ଟିପ ଚିହ୍ନ ନିୟମରେ କୋହଳ କରାଯିବ। ଏଣିକି ସେମାନଙ୍କ ଆଖିରେ ଆଇରିସ୍ ସ୍କାନର ମାଧ୍ୟମରେ ବାୟୋମେଟ୍ରିକ ମ୍ୟାଚିଙ୍ଗ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story