୩ ସାମ୍ୱାଦିକଙ୍କ ନାଁରେ ଥାନାରେ ମାମଲା

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ସୋଶାଲ୍‌ ମିଡିଆରେ କଳାହାଣ୍ଡି ଜିଲ୍ଲା ଆମପାଣି ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗୀନି ହଂସଙ୍କ ଚରିତ୍ର ସଂହାର କରାଯାଇଛି। ତାଙ୍କ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦିଆଯାଇଛି। ଏନେଇ ସେ ଆପମାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗୀନି ହଂସଙ୍କୁ ମଦୁଆଣି ବୋଲି ଆକ୍ଷେପ କରିବା ସହ ଵିଭିନ୍ନ ଅପମାନ ଜନକ ମନ୍ତବ୍ୟ ପ୍ରଦାନ କରାଯାଇଛି। ଯେଉଁ […]

Kalahandi

Kalahandi

Manoranjan Sial
  • Published: Wednesday, 21 July 2021
  • Updated: 21 July 2021, 03:52 PM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ସୋଶାଲ୍‌ ମିଡିଆରେ କଳାହାଣ୍ଡି ଜିଲ୍ଲା ଆମପାଣି ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗୀନି ହଂସଙ୍କ ଚରିତ୍ର ସଂହାର କରାଯାଇଛି। ତାଙ୍କ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦିଆଯାଇଛି। ଏନେଇ ସେ ଆପମାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗୀନି ହଂସଙ୍କୁ ମଦୁଆଣି ବୋଲି ଆକ୍ଷେପ କରିବା ସହ ଵିଭିନ୍ନ ଅପମାନ ଜନକ ମନ୍ତବ୍ୟ ପ୍ରଦାନ କରାଯାଇଛି। ଯେଉଁ ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହୋଇଛି। ଭାଇରାଲ୍‌ ଭିଡିଓ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଏ ସମ୍ପର୍କରେ ଶ୍ରୀମତୀ ହଂସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ୨ ୱେବ୍‌ ଚ୍ୟାନେଲ୍‌ଙ୍କ ସମେତ ୩ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

ହେମାଙ୍ଗୀନି ହଂସ କହିଛନ୍ତି-“ମୋ ସମ୍ପର୍କରେ ଦୁଇଟି ଭିଡିଓ ଭାଇରାଲ୍‌ ହୋଇଛି। ଏଥିରେ ମୋ ଚରିତ୍ରକୁ ସଂହାର କରାଯାଇଛି। ଯାହା ମୋତେ ବ୍ୟଥିତ କରିଥିଲା। ସେଥିପାଇଁ ମୁଁ ଥାନାରେ ଅଭିଯୋଗ କରିଥିଲି। ମୋ ଚରିତ୍ର ସଂହାର କରିଥିବା ଦୁଇ ଚ୍ୟାନେଲ୍‌କୁ ବ୍ୟାନ୍‌ କରାଯାଉ। ଏହାଛଡ଼ା ଦୁଇ ସାମ୍ୱାଦିକଙ୍କୁ ଦଣ୍ଡିତ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story