କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଏତଲା

ନବରଙ୍ଗପୁର(ନବଘନ ବିଷୋୟୀ): କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା  ଦିଆଯାଇଛି। ହିଂସାକୁ ଉସୁକାଇବା ନେଇ ନବରଙ୍ଗପୁର ଟାଉନ ଥାନାରେ ନିଜ ତରଫରୁ ନବରଙ୍ଗପୁର ପୁଲିସ୍‌ ଏତଲା ଦେଇଛି। ତେବେ ପ୍ରଦୀପ ମାଝୀଙ୍କ ସହ ମୋଟ ୧୫ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ଏତଲା ପରେ ମାମଲା ରୁଜୁ କରି ପୁଲିସ୍‌ ଛାନଭିନ ଜାରି ରଖିଛି। ଦଫା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୫, ୧୨୦ (ଖ) ଏବଂ ୩ PDPP ଦଫାରେ ମାମଲା […]

congress

congress

Jyoshna Pradhan
  • Published: Friday, 27 December 2019
  • Updated: 27 December 2019, 02:03 PM IST

Sports

Latest News

ନବରଙ୍ଗପୁର(ନବଘନ ବିଷୋୟୀ): କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା  ଦିଆଯାଇଛି। ହିଂସାକୁ ଉସୁକାଇବା ନେଇ ନବରଙ୍ଗପୁର ଟାଉନ ଥାନାରେ ନିଜ ତରଫରୁ ନବରଙ୍ଗପୁର ପୁଲିସ୍‌ ଏତଲା ଦେଇଛି। ତେବେ ପ୍ରଦୀପ ମାଝୀଙ୍କ ସହ ମୋଟ ୧୫ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ଏତଲା ପରେ ମାମଲା ରୁଜୁ କରି ପୁଲିସ୍‌ ଛାନଭିନ ଜାରି ରଖିଛି।

ଦଫା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୫, ୧୨୦ (ଖ) ଏବଂ ୩ PDPP ଦଫାରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଆଉ ଅଧିକ ଲୋକଙ୍କ ନାଁରେ ମାମଲା ହୋଇପାରେ ବୋଲି ପୁଲିସ୍‌ କହିଛି।

ଏନେଇ ପ୍ରଦୀପ ମାଝୀ କହିଛନ୍ତି,“ କୌଣସି ପରିସ୍ଥିତିରେ ଆମେ ଭୟଭୀତ ହୋଇନାହୁଁ। ଏହା ରାଜ୍ୟ ସରକାରଙ୍କ, ଗୃହ ବିଭାଗର ଏକ ନୀତି। କେହି ଉଚିତ ପ୍ରଶ୍ନ ଉଠାଇଲେ ଦମନଲୀଳା ଚଳାଇବା ତାଙ୍କ ନୀତି। ମୁଁ ଜବାବ ମାଗିଛି, ସରକାର ଜବାବ ନଦେଲେ ମୁଁ ଜବାବ ଦେବି। ୧୫ ଜଣଙ୍କ ନାଁରେ କାହିଁକି ପୂରା ଜିଲ୍ଲାବାସୀଙ୍କ ନାଁରେ ଏତଲା ଦିଅନ୍ତୁ।”

ଗତକାଲି ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଦୋଷୀକୁ ଶୀଘ୍ର ଗିରଫ ଦାବି ସହ ଘଟଣାରେ ପୁଲିସ୍‌ର ନିଷ୍କ୍ରିୟତା ପ୍ରତିବାଦରେ ପୂର୍ବତନ ସାଂସଦ ପ୍ରଦୀପ  ମାଝୀଙ୍କ ଡ଼ାକରାରେ ଜିଲ୍ଲା କଂଗ୍ରେସ ତରଫରୁ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଇଥିଲା । ଏହି ସମୟରେ ପ୍ରଦୀପ ମାଝୀ ନିଜ କର୍ମୀମାନଙ୍କୁ ଫୋନ୍ କରି “ପେଟ୍ରୋଲ ଡିଜେଲ ରେଡି ରଖ, କହିଲେ ଜାଳିବ” ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story