ଜଳିଗଲା ଦୁଇ ଭାଇଙ୍କ ଘର

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମୃଗନୟନୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୨ପରିବାରର ୪ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ଗୋବର୍ଦ୍ଧନ ବାରିକଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହାପରେ ତାଙ୍କ ଭାଇ ତ୍ରିଲୋଚନ ବାରିକଙ୍କ ଘରେ ମଧ୍ୟ ନିଆଁ ମାଡିଯାଇଥିଲା। ଚାନ୍ଦବାଲି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ ଲିଭାଇବା ବେଳକୁ ଘରର ସମସ୍ତ ଆସବାବପତ୍ର ସମେତ ଅନ୍ୟାନ୍ୟ ଜିନିଷ […]

fire

Jitendra Garnayak
  • Published: Monday, 11 February 2019
  • , Updated: 11 February 2019, 09:59 AM IST

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମୃଗନୟନୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୨ପରିବାରର ୪ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।

ଗତକାଲି ବିଳମ୍ବିତ ରାତିରେ ଗାଁର ଗୋବର୍ଦ୍ଧନ ବାରିକଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହାପରେ ତାଙ୍କ ଭାଇ ତ୍ରିଲୋଚନ ବାରିକଙ୍କ ଘରେ ମଧ୍ୟ ନିଆଁ ମାଡିଯାଇଥିଲା।

[caption id="attachment_338162" align="aligncenter" width="750"] ଦୁଇଟି ପରିବାରର ଘରେ ନିଆଁ ଲାଗିବା ବେଳର ଦୃଶ୍ୟ[/caption]

ଚାନ୍ଦବାଲି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ ଲିଭାଇବା ବେଳକୁ ଘରର ସମସ୍ତ ଆସବାବପତ୍ର ସମେତ ଅନ୍ୟାନ୍ୟ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା। ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

Related story