ପାରାଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ

Ordigital Desk
  • Published: Tuesday, 12 December 2017
  • , Updated: 12 December 2017, 12:53 PM IST
<p>ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ପରିସରରେ &nbsp;ଆଜି ଅଗ୍ନିକାଣ୍ଡ ଘଟିଛି। ଏକ ନମ୍ବର ଗେଟ୍ ନିକଟରେ ଥିବା ତୈଳ ପାଇପରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି।&nbsp; ନିଆଁ ଯୋଗୁ କମ୍ପାନୀ ପରିସରରୁ ଅଧିକମାତ୍ରାରେ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି।&nbsp; ଅଗ୍ନିକାଣ୍ଡରେ ଯୋଗୁଁ କ&rsquo;ଣ &nbsp;କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। &nbsp;ଆଇଓସିଏଲ କର୍ତ୍ତୃପକ୍ଷ ଏ ନେଇ କୌଣସି ସୂଚନା ଦେଇନାହାଁନ୍ତି।&nbsp; ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି।</p>

Related story