ବେଦାନ୍ତରେ ନିଆଁ, ୭ ଆହତ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ବେଦାନ୍ତ କାରଖାନାରେ ନିଆଁ। ଝାରସୁଗୁଡାସ୍ଥିତ ବେଦାନ୍ତ କାରଖାନା ଭିତରେ ଥିବା ଜିଏବି ପ୍ଲାଣ୍ଟର ଅଏଲ ରିଫ୍ଲେକ୍ଟର ସିଷ୍ଟମରେ ହଠାତ ଅଗ୍ନିକାଣ୍ଡ ଘଟି ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ବେଦାନ୍ତ ପରିସରରେ ଥିବା ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଜଣେ ଶ୍ରମିକଙ୍କ ହାତରେ ନିଆଁ ଲାଗିଯାଇଥିବାବେଳେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ୬ଦଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଯାଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ବେଦାନ୍ତର ନିଜସ୍ୱ ରହିଥିବା […]

vedANTA-

vedANTA-

Tapas Behera
  • Published: Saturday, 06 July 2019
  • Updated: 06 July 2019, 06:53 PM IST

Sports

Latest News

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ବେଦାନ୍ତ କାରଖାନାରେ ନିଆଁ। ଝାରସୁଗୁଡାସ୍ଥିତ ବେଦାନ୍ତ କାରଖାନା ଭିତରେ ଥିବା ଜିଏବି ପ୍ଲାଣ୍ଟର ଅଏଲ ରିଫ୍ଲେକ୍ଟର ସିଷ୍ଟମରେ ହଠାତ ଅଗ୍ନିକାଣ୍ଡ ଘଟି ୭ ଜଣ ଆହତ ହୋଇଛନ୍ତି।

ସେମାନଙ୍କୁ ତୁରନ୍ତ ବେଦାନ୍ତ ପରିସରରେ ଥିବା ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଜଣେ ଶ୍ରମିକଙ୍କ ହାତରେ ନିଆଁ ଲାଗିଯାଇଥିବାବେଳେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ୬ଦଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଯାଇଥିବା ସୂଚନା ମିଳିଛି ।

ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ବେଦାନ୍ତର ନିଜସ୍ୱ ରହିଥିବା ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos