ରସୁଲଗଡ଼: ସାହାରା କ୍ୟାମ୍ପସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରସୁଲଗଡ଼ ସ୍ଥିତ ସାହାରା କ୍ୟାମ୍ପସରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩ଟି ଦୋକାନ ଜଳିଯାଇଛି। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପ୍ରଥମେ ଗୋଟିଏ ଦୋକାନରେ ନିଆଁ ଲାଗି ଅନ୍ୟ ୨ଟିକୁ ବ୍ୟାପିଥିଲା। ଖବର ପାଇ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି। ମିଳିଥିବା ସୂଚନା ଅନୁଯାୟୀ,  ଆଜି ପ୍ରାୟ ଦିନ ୩ଟାରେ ମାର୍କେଟ କମ୍ପ୍ଲେକ୍ସର ଗୋଟିଏ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା। ପରେ  ନିଆଁ ପାଖ ଦୋକାନକୁ ବ୍ୟାପି ଯାଇଥିଲା।

8bn

8bn

Tapas Behera
  • Published: Sunday, 10 January 2021
  • Updated: 10 January 2021, 06:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରସୁଲଗଡ଼ ସ୍ଥିତ ସାହାରା କ୍ୟାମ୍ପସରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩ଟି ଦୋକାନ ଜଳିଯାଇଛି। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପ୍ରଥମେ ଗୋଟିଏ ଦୋକାନରେ ନିଆଁ ଲାଗି ଅନ୍ୟ ୨ଟିକୁ ବ୍ୟାପିଥିଲା।

ଖବର ପାଇ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି। ମିଳିଥିବା ସୂଚନା ଅନୁଯାୟୀ,  ଆଜି ପ୍ରାୟ ଦିନ ୩ଟାରେ ମାର୍କେଟ କମ୍ପ୍ଲେକ୍ସର ଗୋଟିଏ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା। ପରେ  ନିଆଁ ପାଖ ଦୋକାନକୁ ବ୍ୟାପି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story