ଜଳିଗଲା ଦିଆସିଲି ବୋଝେଇ ଟ୍ରକ୍‌

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥ ଛତାବର ନିକଟରେ ଗତକାଲି ରାତି ପ୍ରାୟ ସାଢ଼େ ତିନିଟା ବେଳେ ଏକ ଦଶ ଚକିଆ ଦିଆସିଲି ବୋଝେଇ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ହେଲେ ଟ୍ରକ୍‌ ଡ୍ରାଇଭର ଏବଂ ହେଲପର୍‌ ସୁରକ୍ଷିତ ଅଛନ୍ତି। ତେବେ ଟ୍ରକ୍‌ରେ ନିଆଁ ଲାଗିଯାଇଥିବା ଜାଣିପାରି ଡ୍ରାଇଭର ଏନ୍‌ଏଚ୍‌ କଡ଼ରେ ଗାଡ଼ି ରଖି ଦେଇଥିଲେ। ରାତିରେ ପାଟ୍ରୋଲିଂ କରୁଥିବା ଭଣ୍ଡାରିପୋଖରୀ ପୁଲିସ୍‌ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ […]

fire

fire

Jyoshna Pradhan
  • Published: Thursday, 18 July 2019
  • Updated: 18 July 2019, 10:11 AM IST

Sports

Latest News

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥ ଛତାବର ନିକଟରେ ଗତକାଲି ରାତି ପ୍ରାୟ ସାଢ଼େ ତିନିଟା ବେଳେ ଏକ ଦଶ ଚକିଆ ଦିଆସିଲି ବୋଝେଇ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ହେଲେ ଟ୍ରକ୍‌ ଡ୍ରାଇଭର ଏବଂ ହେଲପର୍‌ ସୁରକ୍ଷିତ ଅଛନ୍ତି।

fire

ତେବେ ଟ୍ରକ୍‌ରେ ନିଆଁ ଲାଗିଯାଇଥିବା ଜାଣିପାରି ଡ୍ରାଇଭର ଏନ୍‌ଏଚ୍‌ କଡ଼ରେ ଗାଡ଼ି ରଖି ଦେଇଥିଲେ। ରାତିରେ ପାଟ୍ରୋଲିଂ କରୁଥିବା ଭଣ୍ଡାରିପୋଖରୀ ପୁଲିସ୍‌ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି। ଟ୍ରକ୍‌ଟି ତାମିଲନାଡୁରୁ କୋଲକତା ଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story