ଧଉଳି ଏକ୍ସପ୍ରେସ୍‌ରେ ନିଆଁ

ସୋର(ଓଡ଼ିଶା ରିପୋର୍ଟର): ପୁରୀ ହାୱଡ଼ା ଧଉଳି ଏକ୍ସପ୍ରେସ୍‌ରୁ ଧୂଆଁ ବାହାରୁଥିବାରୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଧଉଳି ଏକ୍ସପ୍ରେସ୍‌ ଏବେ ସୋର ଷ୍ଟେଶନରେ ଅଟକି ରହିଛି। ଅପରାହ୍ନ ୪ଟାରୁ ଟ୍ରେନ୍‌ଟି ସୋର ଷ୍ଟେଶନରେ ଅଟକରି ରହିଛି। ଟ୍ରେନର D1ବଗିରେ ନିଆଁ ଲାଗିଛି । ଟ୍ରେନରେ ଲାଗିଥିବା ବ୍ରେକରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଚକାରେ ନିଆଁ ଲାଗି ଧୁଆଁ ବାହାରୁ ଥିବା ଜଣାପଡ଼ିଛି। ତେବେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନିଆଁ ଲିଭାଇବାକୁ ଷ୍ଟେସନ କର୍ମଚାରୀ ଓ ଜିଆରପି  ଲାଗିଛନ୍ତି । […]

k-11

Puspanjali Panda
  • Published: Sunday, 11 August 2019
  • , Updated: 11 August 2019, 06:33 PM IST

ସୋର(ଓଡ଼ିଶା ରିପୋର୍ଟର): ପୁରୀ ହାୱଡ଼ା ଧଉଳି ଏକ୍ସପ୍ରେସ୍‌ରୁ ଧୂଆଁ ବାହାରୁଥିବାରୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଧଉଳି ଏକ୍ସପ୍ରେସ୍‌ ଏବେ ସୋର ଷ୍ଟେଶନରେ ଅଟକି ରହିଛି। ଅପରାହ୍ନ ୪ଟାରୁ ଟ୍ରେନ୍‌ଟି ସୋର ଷ୍ଟେଶନରେ ଅଟକରି ରହିଛି। ଟ୍ରେନର D1ବଗିରେ ନିଆଁ ଲାଗିଛି । ଟ୍ରେନରେ ଲାଗିଥିବା ବ୍ରେକରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଚକାରେ ନିଆଁ ଲାଗି ଧୁଆଁ ବାହାରୁ ଥିବା ଜଣାପଡ଼ିଛି। ତେବେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନିଆଁ ଲିଭାଇବାକୁ ଷ୍ଟେସନ କର୍ମଚାରୀ ଓ ଜିଆରପି  ଲାଗିଛନ୍ତି । ଟ୍ରେନ୍‌ଟି ଆଜି ପୁରୀରୁ ଛାଡ଼ି ହାୱଡ଼ା ଅଭିମୁଖେ ଯାତ୍ରା କରିଥିଲା।

Related story